କଙ୍ଗାରୁଙ୍କ କବଜାରେ ସିଡ୍‌ନୀ ଟେଷ୍ଟ୍ !

ସିଡ୍‌ନୀ: ଦ୍ୱିତୀୟ ଇନିଂସ୍‌ର ପ୍ରାରମ୍ଭରେ ଦୁଇଟି ୱିକେଟ୍ ହରାଇବା ସତ୍ତ୍ୱେ ସ୍ଥିତିକୁ ସମ୍ଭାଳି ନେଇଛି  ଘରୋଇ ଅଷ୍ଟ୍ରେଲିଆ। ଆଉ ଆଜି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳ ୧୯୭ ରନ୍‌ର ଅଗ୍ରଣୀ ଲାଭ କରିଛି। ତେଣୁ ଏବେ ସିଡ୍‌ନୀ ଟେଷ୍ଟ୍ କଙ୍ଗାରୁ ଟିମ୍‌ କବଜାକୁ ଚାଲି ଯାଇଛି ବୋଲି କୁହାଯାଉଛି। ଭାରତୀୟ ଦଳକୁ ପ୍ରଥମ ଇନିଂସ୍‌ରେ ୨୪୪ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ ଆରମ୍ଭ କରିଥିଲା। ୫.୫ ଓଭରରେ ଦଳକୁ ଲାଗିଥିଲା […]

sydeny

sydeny

Jitendra Garnayak
  • Published: Saturday, 09 January 2021
  • Updated: 09 January 2021, 02:12 PM IST

Sports

Latest News

ସିଡ୍‌ନୀ: ଦ୍ୱିତୀୟ ଇନିଂସ୍‌ର ପ୍ରାରମ୍ଭରେ ଦୁଇଟି ୱିକେଟ୍ ହରାଇବା ସତ୍ତ୍ୱେ ସ୍ଥିତିକୁ ସମ୍ଭାଳି ନେଇଛି  ଘରୋଇ ଅଷ୍ଟ୍ରେଲିଆ। ଆଉ ଆଜି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳ ୧୯୭ ରନ୍‌ର ଅଗ୍ରଣୀ ଲାଭ କରିଛି। ତେଣୁ ଏବେ ସିଡ୍‌ନୀ ଟେଷ୍ଟ୍ କଙ୍ଗାରୁ ଟିମ୍‌ କବଜାକୁ ଚାଲି ଯାଇଛି ବୋଲି କୁହାଯାଉଛି।

ଭାରତୀୟ ଦଳକୁ ପ୍ରଥମ ଇନିଂସ୍‌ରେ ୨୪୪ ରନ୍‌ରେ ଅଲ୍‌ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ ଆରମ୍ଭ କରିଥିଲା। ୫.୫ ଓଭରରେ ଦଳକୁ ଲାଗିଥିଲା ପ୍ରଥମ ଝଟକା।  ଘରୋଇ ଦଳ ଦ୍ୱିତୀୟ ଇନିଂସର  ପ୍ରଥମ ୱିକେଟ ଭାବେ ଡେବ୍ୟୁଟାଣ୍ଟ ଓପନର୍‌  ୱିଲ୍ ପୁକୋଭସ୍କିଙ୍କୁ  ହରାଇଥିଲା। ପ୍ରଥମ ଇନିଂସ୍‌ରେ ୬୨ ରନ୍ କରିଥିବା ୱିଲ୍ ଏହି ଇନିଂସ୍‌ରେ ମାତ୍ର ୧୦ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍‌ରେ ସେ ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ପ୍ରଥମ ଇନିଂସ୍‌ରେ ଫେଲ୍ ମାରିଥିବା ଡାଭିଡ ୱାର୍ଣ୍ଣର ଏଥର ବି ବିଫଳ ହୋଇଛନ୍ତି। ସେ ୧୩ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଏଲ୍‌ବିଡବ୍ଳ୍ୟୁ ହୋଇଥିଲେ।

୧୦ ଓଭର ଭିତରେ ଦୁଇ ଓପନର ଆଉଟ୍ ହୋଇଯିବା ପରେ ମାର୍ନସ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ ସ୍ଥିତି ସମ୍ଭାଳି ନେଇଥିଲେ। ଆଜି ଷ୍ଟମ୍ପସ ଅପସାରଣ ସୁଦ୍ଧା ଲାବୁଶେନ୍ ୬୯ ବଲ୍‌ରୁ ୬ ଚୌକା ସହାୟତାରେ ୪୭ ରନ୍ କରି ଅପରାଜିତ ରହିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୨୯ ରନ୍ କରିଛନ୍ତି। ଏ ଦୁହେଁ ଆସନ୍ତାକାଲି ପୁଣି ଦଳର ଇନିଂସ୍‌କୁ ଆଗେଇ ନେବେ। ଯଦି ଟିମ୍ ଇଣ୍ଡିଆର ବୋଲରମାନେ ଶୀଘ୍ର ୱିକେଟ୍ ନେବାରେ ବିଫଳ ହୁଅନ୍ତି, ତା’ହେଲେ ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ଏକ ବଡ଼ ସ୍କୋର ରଖିପାରେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହୋଇ ୯୪ ରନ୍‌ ପଛରେ ରହିଯାଇଥିଲା। ଅଷ୍ଟ୍ରେଲିଆ ଆଜି ଦିନ ଖେଳ ସୁଦ୍ଧା ୨ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରିଛି। ଏଣୁ ଦଳ ୧୯୭ ରନ୍‌ର ଅଗ୍ରଣୀ ଲାଭ କରି ଦୃଢ଼ ସ୍ଥିତିରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story