ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବ୍ରାଡ୍ ହଗ୍

ସିଡ୍‌ନୀ: ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍। ସେ ତାଙ୍କର ଆତ୍ମଜୀବନୀ “ଦ ରଙ୍ଗ୍ ଅନ୍” ଏ କଥା ଲେଖିଛନ୍ତି। ଆଜି ଏହି ବହିଟି ପ୍ରକାଶ ପାଇଛି। ଖେଳରୁ ଅବସର ନେବା ପରେ ଓ ବିବାହ ବିଚ୍ଛେଦ ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି। ପୂର୍ବତନ ପତ୍ନୀ ଆନ୍ଦ୍ରିଆଙ୍କ ସହ ବିବାହକୁ ବଞ୍ଚାଇବାକୁ ୨୦୦୭-୦୮ରେ ସେ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଥିଲେ ବୋଲି ହଗ୍ […]

brad-hog

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 04:53 PM IST

ସିଡ୍‌ନୀ: ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍। ସେ ତାଙ୍କର ଆତ୍ମଜୀବନୀ “ଦ ରଙ୍ଗ୍ ଅନ୍” ଏ କଥା ଲେଖିଛନ୍ତି। ଆଜି ଏହି ବହିଟି ପ୍ରକାଶ ପାଇଛି। ଖେଳରୁ ଅବସର ନେବା ପରେ ଓ ବିବାହ ବିଚ୍ଛେଦ ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି।

ପୂର୍ବତନ ପତ୍ନୀ ଆନ୍ଦ୍ରିଆଙ୍କ ସହ ବିବାହକୁ ବଞ୍ଚାଇବାକୁ ୨୦୦୭-୦୮ରେ ସେ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଥିଲେ ବୋଲି ହଗ୍ ଲେଖିଛନ୍ତି।

୨୦୦୩ ଓ ୨୦୦୭ରେ ବିଶ୍ୱକପ୍ ବିଜୟୀ ଅଷ୍ଟ୍ରେଲିଆ ଟିମ୍‌ରେ ସଦସ୍ୟ ଥିବା ହଗ୍‌ ୭ଟି ଟେଷ୍ଟ ଓ ୧୨୩ଟି ଦିନିକିଆ ଖେଳିଛନ୍ତି। ଦିନିକିଆରେ ସେ ୧୫୬ଟି ୱିକେଟ୍ ନେଇଥିବା ବେଳେ ଟେଷ୍ଟରେ ୧୭ଟି ୱିକେଟ୍ ନେଇଛନ୍ତି।

Related story