ହାରିଲା ପରେ ବି ମିଳୁଛି କୋଟି କୋଟି ଟଙ୍କା: ମିତାଲିଙ୍କୁ ମିଳିବ bmw କାର୍‌

ମୁମ୍ବାଇ: ମହିଳା ବିଶ୍ୱ କପରେ ଭାରତ ଟିମ ଅନେକ ସଂଘର୍ଷ କରି ମଧ୍ୟ ହାରିଯାଇଛି। ଭାରତକୁ ରନର୍ସପରେ  ସନ୍ତୁଷ୍ଟ ହେବାକୁ ପଡିଛି। ତଥାବି ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି।  ଫାଇନାଲ୍‌ରେ ହାରିଥିଲେ ମଧ୍ୟ ଆଇସିସି ତରଫରୁ ଭାରତକୁ ୨.୧୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନ୍ୟପଟେ ପ୍ରତିଯୋଗିତାର ସବୁଠୁ ଚର୍ଚ୍ଚିତ ଖେଳାଳି ଭାବେ ହରମନ୍‌ପ୍ରୀତ୍ କୌରଙ୍କୁ ପଞାବ ସରକାର ଡିଏସପି ପାହ୍ୟାର ଏକ ଚାକିରୀ ସହ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। […]

bmw11

bmw11

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 06:14 PM IST

Sports

Latest News

ମୁମ୍ବାଇ: ମହିଳା ବିଶ୍ୱ କପରେ ଭାରତ ଟିମ ଅନେକ ସଂଘର୍ଷ କରି ମଧ୍ୟ ହାରିଯାଇଛି। ଭାରତକୁ ରନର୍ସପରେ  ସନ୍ତୁଷ୍ଟ ହେବାକୁ ପଡିଛି। ତଥାବି ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି।  ଫାଇନାଲ୍‌ରେ ହାରିଥିଲେ ମଧ୍ୟ ଆଇସିସି ତରଫରୁ ଭାରତକୁ ୨.୧୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଅନ୍ୟପଟେ ପ୍ରତିଯୋଗିତାର ସବୁଠୁ ଚର୍ଚ୍ଚିତ ଖେଳାଳି ଭାବେ ହରମନ୍‌ପ୍ରୀତ୍ କୌରଙ୍କୁ ପଞାବ ସରକାର ଡିଏସପି ପାହ୍ୟାର ଏକ ଚାକିରୀ ସହ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ପୂର୍ବ ଘୋଷଣା ଅନୁସାରେ ବିସିସିଆଇ ପ୍ରତି ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦେବ।

ଏହାସହ ମହିଳା ଟିମର କ୍ୟାପଟେନ୍ ମିତାଲି ରାଜଙ୍କୁ ପୂର୍ବତନ ସିଲେକ୍ଟର ଭି. ଚାମୁଣ୍ଡେଶ୍ୱରନାଥ ଏକ BMW ଉପହାର ଦେବାକୁ କହିଛନ୍ତି। ସେହିପରି ମଧ୍ୟପ୍ରଦେଶ ସରକାର ଟିମକୁ ୫୦ ଲକ୍ଷ ଟଙ୍କା ପୁରଷ୍କାର ଦେବାପାଇଁ ଘୋଷଣା କରିଛନ୍ତି। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ରେଳବିଭାଗ ସହ ଜଡିତ ଖେଳାଳୀଙ୍କୁ ପ୍ରମୋସନ୍ ଦେବାକୁ ଘୋଷଣା କରିଥିବ ବେଳେ ମହିଳା ଟିମର ସ୍ପୋର୍ଟସ୍ ଷ୍ଟାଫଙ୍କୁ ବିସିସିଆଇ ତରଫରୁ ୨୫ ରୁ ୫୦  ଲକ୍ଷ ଟଙ୍କା ପୁରଷ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story