କାଲି ଠାରୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍: ଭାରତୀୟ ଖେଳାଳିଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କାଲିଠୁ ସ୍କଟ୍‌ଲ୍ୟାଣ୍ଡର ଗ୍ଲାସଗୋରେ ଆରମ୍ଭ ହେଉଛି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍। ତିନି ତାରକା କେ. ଶ୍ରୀକାନ୍ତ, ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ଉପରେ ରହିଛି ସାରା ଦେଶର ନଜର। ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆରେ ଟାଇଟଲ ହାସଲ ପରେ ଫର୍ମରେ ଥିବା ଶ୍ରୀକାନ୍ତ ବିଶ୍ୱ ଚାମ୍ପିଅନସିପରେ ମଧ୍ୟ ମେଡାଲ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ୨୦୧୫ ବିଶ୍ୱ ଚାମ୍ପିଅନସିପରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ଜିତିଥିବା ସାଇନା, ଏଥର ବି ପଦକ ଭେଟି […]

SainaSindhuSrikanth

SainaSindhuSrikanth

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 07:45 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କାଲିଠୁ ସ୍କଟ୍‌ଲ୍ୟାଣ୍ଡର ଗ୍ଲାସଗୋରେ ଆରମ୍ଭ ହେଉଛି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍। ତିନି ତାରକା କେ. ଶ୍ରୀକାନ୍ତ, ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ଉପରେ ରହିଛି ସାରା ଦେଶର ନଜର। ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆରେ ଟାଇଟଲ ହାସଲ ପରେ ଫର୍ମରେ ଥିବା ଶ୍ରୀକାନ୍ତ ବିଶ୍ୱ ଚାମ୍ପିଅନସିପରେ ମଧ୍ୟ ମେଡାଲ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ୨୦୧୫ ବିଶ୍ୱ ଚାମ୍ପିଅନସିପରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ଜିତିଥିବା ସାଇନା, ଏଥର ବି ପଦକ ଭେଟି ଦେବାକୁ ପୁରା ଆଶାବାଦୀ। ଦୁଇଥର ବ୍ରୋଞ୍ଜ ମେଡାଲିଷ୍ଟ ତଥା ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ସିନ୍ଧୁ ମଧ୍ୟ ଟାଇଟଲ ଆଶାୟୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story