ସହାୟତାର ହାତ ବଢ଼ାଇଲେ ବାଂଲାଦେଶ କ୍ରିକେଟର୍

ଢାକା: କୋଭିଡ୍‌-୧୯ ମହାମାରୀରେ ସାରା ବିଶ୍ୱ ଚିନ୍ତିତ। ଏହା ମଧ୍ୟରେ ବାଂଲାଦେଶ କ୍ରିକେଟର୍ କିଛି ଏଭଳି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିଣି ନେଇଛି। କରୋନାଭାଇରସ୍ ବ୍ୟାପୁଥିବାର ଦେଖି ବାଂଲାଦେଶ କ୍ରିକେଟରମାନେ୍ ନିଜ ଦରମାର ୫୦ ପ୍ରତିଶତ ସରକାରଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫଣ୍ଡ କରୋନାଭାଇରସ୍ ବିପକ୍ଷରେ ଚାଲିଥିବା ଲଢ଼େଇ ପାଇଁ ବ୍ୟବହାର କରାଯିବ। ଢାକାର ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ମୋଟ ୨୭ଜଣ ବାଂଲାଦେଶୀ କ୍ରିକେଟର୍ ଏହି ଡୋନେଶନ୍ କରିବାକୁ ନିଷ୍ପତ୍ତି ନେଇଚନ୍ତି। […]

bangla

bangla

Ranjit Kumar Jena
  • Published: Wednesday, 25 March 2020
  • Updated: 25 March 2020, 09:34 PM IST

ଢାକା: କୋଭିଡ୍‌-୧୯ ମହାମାରୀରେ ସାରା ବିଶ୍ୱ ଚିନ୍ତିତ। ଏହା ମଧ୍ୟରେ ବାଂଲାଦେଶ କ୍ରିକେଟର୍ କିଛି ଏଭଳି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିଣି ନେଇଛି। କରୋନାଭାଇରସ୍ ବ୍ୟାପୁଥିବାର ଦେଖି ବାଂଲାଦେଶ କ୍ରିକେଟରମାନେ୍ ନିଜ ଦରମାର ୫୦ ପ୍ରତିଶତ ସରକାରଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଫଣ୍ଡ କରୋନାଭାଇରସ୍ ବିପକ୍ଷରେ ଚାଲିଥିବା ଲଢ଼େଇ ପାଇଁ ବ୍ୟବହାର କରାଯିବ। ଢାକାର ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ମୋଟ ୨୭ଜଣ ବାଂଲାଦେଶୀ କ୍ରିକେଟର୍ ଏହି ଡୋନେଶନ୍ କରିବାକୁ ନିଷ୍ପତ୍ତି ନେଇଚନ୍ତି। ଏଥିରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସହ ଚୁକ୍ତିପ୍ରାପ୍ତ ୧୭ଜଣ ଖେଳାଳି ରହିଥିବା ବେଳେ ବାକି ୧୦ଜଣ ମଧ୍ୟ ଜାତୀୟ ଦଳ ପକ୍ଷରୁ ଖେଳିସାରିଛନ୍ତି।

ଏହି ୨୭ଜଣଙ୍କ ପକ୍ଷରୁ ମିଳିଥିବା ଯୁଗ୍ମ ବୟାନରେ କୁହାଯାଇଛି, "କରୋନାଭାଇରସ୍ ମହାମାରୀ ବିରୋଧରେ ପୂରା ଦୁନିଆ ଲଢ଼ୁଛି। ବାଂଲାଦେଶରେ ମଧ୍ୟ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି। ଆମେ କ୍ରିକେଟରଙ୍କୁ ନିବେଦନ କରୁଛୁ ଯେ ଯଥାସମ୍ଭବ ସହାୟତା ପ୍ରଦାନ କରନ୍ତୁ। ଆମେ ସମସ୍ତେ ନିଜ ଦରମାର ୫୦ ପ୍ରତିଶତ କରୋନାଭାଇରସ୍ ବିରୋଧରେ ଚାଲିଥିବା ଏହି ଲଢ଼େଇ ପାଇଁ ଦାନ କରିଛୁ।" ଟ୍ୟାକ୍ସ କଟିଯିବା ପରେ ଏହି ଅର୍ଥ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story