‘କ୍ରିକେଟ୍‌’ ଇତିହାସରେ ବାରବାଟୀ କେଉଁଠି? ଜାଣନ୍ତୁ ଏହି ଷ୍ଟାଡ଼ିୟମର ଅଜଣା କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡ଼ିୟମ ଭାରତୀୟ କ୍ରିକେଟ୍‌’ର ଏକ ପରିଚିତ ନାଁ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ଅଧୀନରେ ଥିବା ଏହି ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା ୧୯୮୨ ଜାନୁଆରୀ ୨୭ ତାରିଖରେ। ଏହି ମ୍ୟାଚ୍‌ଟି ଖେଳାଯାଇଥିଲା ଇଂଲଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ। ସେହିପରି ପ୍ରଥମ ଟେଷ୍ଟ ମ୍ୟାଚ୍‌ ୧୯୮୭ ଜାନୁଆରୀ ୪ ତାରିଖରେ। ଏହାପରେ ୧୯୯୫ ନଭେମ୍ବର ୮ ତାରିଖରେ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବାରବାଟୀ ଷ୍ଟାଡିୟମରେ ଟେଷ୍ଟ […]

Indian cricketer Virender Sehwag (L) and

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 01:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡ଼ିୟମ ଭାରତୀୟ କ୍ରିକେଟ୍‌’ର ଏକ ପରିଚିତ ନାଁ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ଅଧୀନରେ ଥିବା ଏହି ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା ୧୯୮୨ ଜାନୁଆରୀ ୨୭ ତାରିଖରେ। ଏହି ମ୍ୟାଚ୍‌ଟି ଖେଳାଯାଇଥିଲା ଇଂଲଣ୍ଡ ଓ ଟିମ୍ ଇଣ୍ଡିଆ ମଧ୍ୟରେ। ସେହିପରି ପ୍ରଥମ ଟେଷ୍ଟ ମ୍ୟାଚ୍‌ ୧୯୮୭ ଜାନୁଆରୀ ୪ ତାରିଖରେ। ଏହାପରେ ୧୯୯୫ ନଭେମ୍ବର ୮ ତାରିଖରେ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ବାରବାଟୀ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥଲା। ପ୍ରଥମ ଟି-ଟ୍ୱେଣ୍ଟି ମଧ୍ୟ ଅନେକ ଦିନ ପରେ ବାରବାଟୀକୁ ମିଳିଥିଲା। ଦୁଇବର୍ଷ ପୂର୍ବ ୫ ଅକ୍ଟୋବର ୨୦୧୫ରେ ପ୍ରଥମ ଓ ଏକମାତ୍ର ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳାଯାଇଛି। ଏହା ପରେ ଆସନ୍ତା କାଲି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ବାରବାଟୀରେ ଖେଳାଯିବ।

୪୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଭାରତର ଦବଦବା ରହିଛି। ବିଶେଷକରି ଦିନିକିଆରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିଛି। ଭାରତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୩୮୧ ରନ ସ୍କୋର କରିଥିଲା। ଯାହା ଏପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ କରାଯାଇଥିବା ସର୍ବାଧିକ ସ୍କୋର। ପୂର୍ବତନ ଅଧିନାୟକ ମହମଦ୍‌ ଆଝାରୁଦ୍ଦିନ୍ ଏହି ଷ୍ଟାଡ଼ିୟମରେ ଦିନିକିଆରେ ସର୍ବାଧିକ ସ୍କୋର ନିଜ ନାଁରେ କରିଛନ୍ତି। ସେ ଜିମ୍ବାୱେ ବିପକ୍ଷରେ ୧୫୩ ରନ୍ କରିଥିଲେ। ତାଙ୍କ ତଳକୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଅଛନ୍ତି। ସେ ଗତବର୍ଷ  ଇଂଲଣ୍ଡ ବିପକ୍ଷରେ ୧୫୦ ରନ୍ ସଂଗ୍ରହ କରିଥିଲେ। ଦିନିକିଆରେ ସର୍ବନିମ୍ନ ସ୍କୋର ୱେଷ୍ଟଇଣ୍ଡିଜ୍‌ ନାଁରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୧୧୩ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ସ୍କୋର।

ବାରବାଟୀ ଷ୍ଟାଡ଼ିୟମରେ ୧୯୮୭ ବିଶ୍ୱକପ୍‌, ୧୯୯୬ ବିଶ୍ୱକପ୍‌ ଓ ୨୦୧୩ ମହିଳା ବିଶ୍ୱକପ୍‌ ମ୍ୟାଚ୍‌ ଖେଳା ଯାଇସାରିଛି। ଏହାସହ ଆଇପିଏଲ୍‌ରେ ମଧ୍ୟ ଅନେକ ମ୍ୟାଚ୍ ବାରବାଟୀରେ ଖେଳାଯାଇଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ, ହାଇଦ୍ରାବାଦ ଡେକାନ ଚାର୍ଜେସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ୍‌ର ଟିମ୍‌ର ବାରବାଟୀ ଷ୍ଟାଡିୟମ ହୋମ ପିଚ୍‌ ରହିଥିଲା। ବାରବାଟୀରେ ଏପର୍ଯ୍ୟନ୍ତ ୨୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ୧୮ଟି ଦିନିକିଆ, ୨ଟି ଟେଷ୍ଟ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଅଛି।

https://youtu.be/CA1QiOHk9iQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story