ବାରବାଟୀ ମ୍ୟାଚକୁ ନେଇ ସୁରକ୍ଷା ଚିନ୍ତା: ୨୧କୋଟି ୭୧ ଲକ୍ଷର ହେବ ବୀମା,ସବୁଠି ଲାଗିବ ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ।  ପୁରା ମ୍ୟାଚକୁ ୨୧କୋଟି ୭୧ ଲକ୍ଷ ଟଙ୍କାରେ ବୀମା କରାଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ।  ଷ୍ଟାଡିୟମର ପ୍ରବେଶ ପଥ, ଡ୍ରେସିଂ ରୁମ୍ ଓ ସବୁ ଷ୍ଟାଣ୍ଡରେ ସିସିଟିଭିକୁ ବାଧ୍ୟତାମୂଳକ ଲଗାଯିବ। ବାରବାଟୀ ମ୍ୟାଚ ପାଇଁ ଟିକେଟ ପ୍ରସ୍ତୁତ କରିବା ପାଇଁ ମୁମ୍ବାଇର ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ହୋଲୋଗ୍ରାମ୍, ବାର କୋଡ ସହ […]

prv_0c4ee_1484670497

prv_0c4ee_1484670497

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ।  ପୁରା ମ୍ୟାଚକୁ ୨୧କୋଟି ୭୧ ଲକ୍ଷ ଟଙ୍କାରେ ବୀମା କରାଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ।  ଷ୍ଟାଡିୟମର ପ୍ରବେଶ ପଥ, ଡ୍ରେସିଂ ରୁମ୍ ଓ ସବୁ ଷ୍ଟାଣ୍ଡରେ ସିସିଟିଭିକୁ ବାଧ୍ୟତାମୂଳକ ଲଗାଯିବ। ବାରବାଟୀ ମ୍ୟାଚ ପାଇଁ ଟିକେଟ ପ୍ରସ୍ତୁତ କରିବା ପାଇଁ ମୁମ୍ବାଇର ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ହୋଲୋଗ୍ରାମ୍, ବାର କୋଡ ସହ ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ସୂଚନା ରହିବ। ଗ୍ୟାଲେରୀ ୧ ଓ ୩ର ଟିକେଟ ମୂଲ୍ୟ ୬ଶହ ଟଙ୍କା, ଗ୍ୟାଲେରୀ ୨ ଓ ୪ର ଟିକଟ ମୂଲ୍ୟ ୫ଶହ ଟଙ୍କା ରଖାଯାଇଛି। ସେହିପରି ୬ ଓ ୭ ନମ୍ବର ଗ୍ୟାଲେରୀର ମୂଲ୍ୟ ୪ଶହ ଟଙ୍କା ରଖାଯାଇଛି। ସ୍ପେିସିଆଲ ଏନକ୍ଲୋଜରର ମୂଲ୍ୟ ୩ହଜାର ଟଙ୍କା ଓ କର୍ପୋରେଟ ବକ୍ସର ମୂଲ୍ୟ ୮ହଜାର ଟଙ୍କା ରହିଛି। ପୋଲିସ କମିଶନର  ଓ୍ବାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର କମିଶନରେଟ ପୋଲିସ ମୁଖ୍ୟ କାର୍ଯ୍ୟଳୟରେ ଚାଲିଥିବା ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଓସିଏର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଡିସେମ୍ବର ୨୦ରେ ବାରବାଟି ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି –ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଶ୍ରୀଲଙ୍କା ଟିମ୍  ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ, ୩ଟି ଏକଦିବସୀୟ ଓ ୩ଟି ଟି- ଟ୍ୱେଣ୍ଟି ମ୍ୟାଚ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story