ବାରବାଟିରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ଲାଗି ପ୍ରସ୍ତୁତି ଶେଷ

କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚକୁ ଆଉ ୨ ଦିନ। ଏଥିପାଇଁ ବାରବାଟିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପଟେ ଖେଳାଳି ରହିବା ପାଇଁ ହୋଟେଲ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଖେଳାଳିଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆସନ୍ତାକାଲି ଅପରାହ୍ନ ୫ଟାରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ପାଇଁ ପ୍ରସ୍ତୁତ ପିଚଠାରୁ ପାଭଲିୟନ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡ୍ରେସିଙ୍ଗ […]

barabati

barabati

Rakesh Mallick
  • Published: Friday, 02 October 2015
  • Updated: 02 October 2015, 04:11 PM IST

Sports

Latest News

barabati1କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚକୁ ଆଉ ୨ ଦିନ। ଏଥିପାଇଁ ବାରବାଟିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପଟେ ଖେଳାଳି ରହିବା ପାଇଁ ହୋଟେଲ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଖେଳାଳିଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆସନ୍ତାକାଲି ଅପରାହ୍ନ ୫ଟାରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ।barabati

ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ପାଇଁ ପ୍ରସ୍ତୁତ ପିଚଠାରୁ ପାଭଲିୟନ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡ୍ରେସିଙ୍ଗ ରୁମ, ଜିମ୍ ଏବଂ ସ୍ୱିମିଂ ପୁଲକୁ ନୂଆ ରୂପ ଦିଆଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେପଟେ ଆସନ୍ତାକାଲି ସାଧାରଣ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ବଳକା ଟିକେଟ ଷ୍ଟାଡିୟମର ଗୋଟିଏ କାଉଣ୍ଟରରେ ପୁଣି ବିକ୍ରି କରାଯିବ ବୋଲି ଓସିଏ ଯୁଗ୍ମ ସମ୍ପାଦକ ସଞ୍ଜୀବ ଦତ୍ତ କହିଛନ୍ତି । ଖେଳାଳି ଓ ଅଫିସିଆଲଙ୍କ ପାଇଁ ମେ-ଫେୟାରରେ ୯୨ଟି ରୁମ ବୁକ୍ ହୋଇଛି । ସାଉଥ ଆଫ୍ରିକା ଦଳ ପ୍ରଥମଥର ପାଇଁ ଓଡ଼ିଶା ଆସୁଥିବାରୁ ସେମାନଙ୍କୁ ଆତିଥ୍ୟ ପ୍ରଦାନ ଲାଗି ବିଶେଷ ବ୍ୟବସ୍ଥା କରାଯାଇଥିବା ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି। ହୋଟେଲ ଚାରିପଟେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story