ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଟିକେଟ୍ ବିକ୍ରି ଆରମ୍ଭ: ଜାଣନ୍ତୁ ସାଧାରଣ ଦର୍ଶକଙ୍କ ପାଇଁ କେଉଁଦିନ ଖୋଲିବ କାଉଣ୍ଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍‌ ପରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ବାରବାଟୀରେ ଖେଳାଯାଉଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏବେଠୁ ଉତ୍କଣ୍ଠା ବଢିଯାଇଛି। ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଆଜି ଓ ଆସନ୍ତାକାଲି ଓସିଏ ଅନୁବନ୍ଧିତ ଅନୁଷ୍ଠାନ ସହ ସ୍କୁଲ କଲେଜ […]

barabati-ticket

barabati-ticket

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 06:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍‌ ପରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ବାରବାଟୀରେ ଖେଳାଯାଉଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଏବେଠୁ ଉତ୍କଣ୍ଠା ବଢିଯାଇଛି।

ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଆଜି ଓ ଆସନ୍ତାକାଲି ଓସିଏ ଅନୁବନ୍ଧିତ ଅନୁଷ୍ଠାନ ସହ ସ୍କୁଲ କଲେଜ ପାଇଁ ଟିକେଟ୍ ବିକ୍ରି ହେଉଛି।  ସେହିପରି ଓସିଏ ଏବଂ ବିସିସିଆଇ କର୍ମକର୍ତାଙ୍କୁ ମଧ୍ୟ ଆଜିଠାରୁ ଟିକେଟ ବିକ୍ରି କରାଯାଇଛି। ସମୁଦାୟ ୩୨ ହଜାର ୪୦୩ଟି ଟିକେଟ ବିକ୍ରି ହେବାକୁ ଥିବାବେଳେ ୯ ହଜାରରୁ ଅଧିକ ଟିକେଟ ଅନଲାଇନ ବିକ୍ରି ସରିଛି। ଓସିଏ ଅନୁବନ୍ଧିତ ଅନୁଷ୍ଠାନ ପାଇଁ ରହିଛି ୧୦, ୪୮୪ ଟିକେଟ୍। ଆସନ୍ତା ୧୬ ଓ ୧୭ରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ସାଧାରଣ ଦର୍ଶକଙ୍କ ପାଇଁ ୧୨ ହଜାରରୁ ଊର୍ଦ୍ଧ୍ୱ ଟିକଟ ବିକ୍ରି କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story