ବିସିସିଆଇ ଅଧ୍ୟକ୍ଷ ଦୌଡରେ ବହୁ ହେବିୱେଟ,ଶୁକ୍ଳାଙ୍କ ନାମ ଆଗରେ

ନୂଆଦିଲ୍ଲୀ: ଶନିବାର ଜଗମୋହନ ଡାଲମିଆଁଙ୍କ ଦେହାନ୍ତ ପରେ ଖାଲି ପଡିଛି ବିସିସିଆଇ ଅଧ୍ୟକ୍ଷ ପଦବୀ। ଏହି ପଦବୀ ପାଇଁ ଆଶାୟୀ ଅଛନ୍ତି ବହୁ ହେବିୱେଟ। ସେମାନେ ହେଲେ ପୂର୍ବତନ ବିସିସିଆଇ ସଭାପତି ଶରଦ ପାୱାର, ଶଶାଙ୍କ ମନୋହର ଓ ଏନ.ଶ୍ରୀନିବାସନ୍। ଏହି ଲିଷ୍ଟରେ ମଧ୍ୟ ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର ଓ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ନାମ ରହିଛି। ଏହି ହେବିୱେଟଙ୍କ ମଧ୍ୟରେ ରାଜୀବ ଶୁକ୍ଳା ଆଗରେ ଥିବା କୁହାଯାଇଛି। କାରଣ ତାଙ୍କ ନେତୃତ୍ୱରେ ବହୁ […]

rajiv-shukla-sharad-pawar-frontrunners-to-succeed-dalmiya-as-bcci-head

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 12:11 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ଜଗମୋହନ ଡାଲମିଆଁଙ୍କ ଦେହାନ୍ତ ପରେ ଖାଲି ପଡିଛି ବିସିସିଆଇ ଅଧ୍ୟକ୍ଷ ପଦବୀ। ଏହି ପଦବୀ ପାଇଁ ଆଶାୟୀ ଅଛନ୍ତି ବହୁ ହେବିୱେଟ। ସେମାନେ ହେଲେ ପୂର୍ବତନ ବିସିସିଆଇ ସଭାପତି ଶରଦ ପାୱାର, ଶଶାଙ୍କ ମନୋହର ଓ ଏନ.ଶ୍ରୀନିବାସନ୍। ଏହି ଲିଷ୍ଟରେ ମଧ୍ୟ ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର ଓ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ନାମ ରହିଛି। ଏହି ହେବିୱେଟଙ୍କ ମଧ୍ୟରେ ରାଜୀବ ଶୁକ୍ଳା ଆଗରେ ଥିବା କୁହାଯାଇଛି। କାରଣ ତାଙ୍କ ନେତୃତ୍ୱରେ ବହୁ ସଫଳ ଟୂର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ସଫଳ ମଧ୍ୟ ହୋଇଛି। ତେବେ ଏନେଇ କୋଲକତାରେ ଖୁବଶୀଘ୍ର ଏକ ବୈଠକ ବସିବାକୁ ଯାଉଛି। ସେଥିରେ କିଏ ବିସିସିଆଇର ଅଧ୍ୟକ୍ଷ ହେବ ତାହା ଜଣାପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story