ଜାଡେଜା ଓ ପୁନମଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ବିଜେତା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ସ୍ପିନର୍ ପୁନମ ଯାଦବଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଭିନନ୍ଦନ ଜଣାଇଛି। ଏହାଛଡ଼ା ବିସିସିଆଇ ଦୁଇ କ୍ରିକେଟରଙ୍କୁ ଲଗାତାର ଭଲ ପ୍ରଦର୍ଶନ ପାଇଁ ମଧ୍ୟ ପ୍ରଶଂସା କରିଛି। ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପୁନମଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ତେବେ ଜାଡେଜା ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ସହ ରହିଥିବାରୁ ଏହି ସମାରୋହରେ ଯୋଗ ଦେଇପାରିନଥିଲେ। ବିସିସିଆଇ […]

bcci

bcci

Ranjit Kumar Jena
  • Published: Friday, 30 August 2019
  • Updated: 30 August 2019, 07:04 PM IST

Sports

Latest News

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାର ବିଜେତା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ସ୍ପିନର୍ ପୁନମ ଯାଦବଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଭିନନ୍ଦନ ଜଣାଇଛି। ଏହାଛଡ଼ା ବିସିସିଆଇ ଦୁଇ କ୍ରିକେଟରଙ୍କୁ ଲଗାତାର ଭଲ ପ୍ରଦର୍ଶନ ପାଇଁ ମଧ୍ୟ ପ୍ରଶଂସା କରିଛି। ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପୁନମଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ତେବେ ଜାଡେଜା ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ସହ ରହିଥିବାରୁ ଏହି ସମାରୋହରେ ଯୋଗ ଦେଇପାରିନଥିଲେ।

ବିସିସିଆଇ ପ୍ରଶାସନିକ କମିଟି (ସିଓଏ)ର ମୁଖ୍ୟ ବିନୋଦ ରାୟ କହିଛନ୍ତି, "ଏହି ଦୁଇ କ୍ରିକେଟର ନିଜର ପ୍ରଦର୍ଶନ ଦ୍ୱାରା ନୂଆ ସ୍ତର ପ୍ରସ୍ତୁତ କରିଛନ୍ତି। ଏହି ପୁରସ୍କାର ମଧ୍ୟ ସେମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ । ଏହାଛଡ଼ା ଯୁବ କ୍ରିକେଟର୍ ମଧ୍ୟ ଏଥିରୁ ପ୍ରେରିତ ହୋଇ ପ୍ରଦର୍ଶନ କରିବାକୁ ଚାହିଁବେ।"

ସେହିପରି ମହିଳା କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଓ ସିଓଏ ସଦସ୍ୟ ଡାଏନା ଏଡୁଲଜୀ କହିଛନ୍ତି, "ପୁନମ ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି। ସେ ୨୦୧୮ରେ ଟି-୨୦ କ୍ରିକେଟରେ ୩୫ ୱିକେଟ୍ ନେଇଛନ୍ତି। ଜାଡେଜାଙ୍କୁ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story