ଡିଆରଏସ ରିଭ୍ୟୁକୁ ନେଇ ସ୍ମିଥ୍‌ ଆଡୁଆରେ

ବାଙ୍ଗାଲେ।ର:ବାଙ୍ଗାଲେ।ର ଟେଷ୍ଟରେ ଷ୍ଟିଭ୍‌ ସ୍ମିଥଙ୍କ ଡିଆରଏସ ରିଭ୍ୟୁ ଘଟଣାରେ ଏବେ ଚର୍ଚ୍ଚା ଯେ।ର ଧରିଛି । ଅଷ୍ଚ୍ରେଲିଆ ଅଧିନାୟକ ସ୍ମିଥ୍‌ ଉମେଶ ଯାଦବଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ଡ୍ରେସିଂ ରୁମରୁ ପରାମର୍ଶ ନେବା ପାଇଁ ଚେଷ୍ଟା କରିଥିଲେ ।  ଯାହା କ୍ରିକେଟ ନିୟମ ବିରେ।ଧୀ ବେ।ଲି ଭାରତୀୟ ଖେଳାଳି ଏହାର ବିରେ।ଧ କରିଥିଲେ । ପରେ ଅମ୍ପାୟର ମଧ୍ୟ ରିଭ୍ୟୁ ନେବାକୁ ନାକଜ କରିଥିଲେ । ଏହି ସମୟରେ ଅଧିନାୟକ କେ।ହଲି ଓ ଅନ୍ୟ ଖେଳାଳିମାନେ […]

steve-smith

steve-smith

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 07:30 PM IST

Sports

Latest News

ବାଙ୍ଗାଲେ।ର:ବାଙ୍ଗାଲେ।ର ଟେଷ୍ଟରେ ଷ୍ଟିଭ୍‌ ସ୍ମିଥଙ୍କ ଡିଆରଏସ ରିଭ୍ୟୁ ଘଟଣାରେ ଏବେ ଚର୍ଚ୍ଚା ଯେ।ର ଧରିଛି । ଅଷ୍ଚ୍ରେଲିଆ ଅଧିନାୟକ ସ୍ମିଥ୍‌ ଉମେଶ ଯାଦବଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ଡ୍ରେସିଂ ରୁମରୁ ପରାମର୍ଶ ନେବା ପାଇଁ ଚେଷ୍ଟା କରିଥିଲେ ।  ଯାହା କ୍ରିକେଟ ନିୟମ ବିରେ।ଧୀ ବେ।ଲି ଭାରତୀୟ ଖେଳାଳି ଏହାର ବିରେ।ଧ କରିଥିଲେ । ପରେ ଅମ୍ପାୟର ମଧ୍ୟ ରିଭ୍ୟୁ ନେବାକୁ ନାକଜ କରିଥିଲେ । ଏହି ସମୟରେ ଅଧିନାୟକ କେ।ହଲି ଓ ଅନ୍ୟ ଖେଳାଳିମାନେ ସ୍ମିଥ୍‌ଙ୍କୁ ପଡିଆ ମଧ୍ୟରେ ସମାଲେ।ଚନା କରିବାକୁ ପଛେଇନଥିଲେ ।   ଏହି ଅଣ ଖେଳୁଆଡ ଆଚରଣ କ୍ରିକେଟପ୍ରେମୀଙ୍କୁ ଚକିତ କରିବା ସହ ପୂର୍ବକ୍ରିକେଟର ମାନେ ସ୍ମିଥ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos