ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ମୁମ୍ବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚୟ ହାସଲ କରିଥିବା ବିସିସିଆଇ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି କି? କରୋନା ମାଡ଼ରେ ବିସିସିଆଇର ଆୟ କମି ଯାଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି। କାରଣ ବିସିସିଆଇ ଦୀର୍ଘ ୧୦ ମାସ ହେଲା ଷ୍ଟାର ଖେଳାଳିଙ୍କ ଦରମା ଓ ମ୍ୟାଚ୍‌ ଫି’ ଦେଇପାରିନାହିଁ। ସୂଚନା ଅନୁସାରେ, ବିସିସିଆଇର ଇଲିଟି କଣ୍ଟ୍ରାକ୍ଟ ଲିଷ୍ଟରେ ୨୭ […]

cf

cf

Hemant Lenka
  • Published: Monday, 03 August 2020
  • Updated: 03 August 2020, 03:23 PM IST

Sports

Latest News

ମୁମ୍ବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚୟ ହାସଲ କରିଥିବା ବିସିସିଆଇ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି କି? କରୋନା ମାଡ଼ରେ ବିସିସିଆଇର ଆୟ କମି ଯାଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି।

କାରଣ ବିସିସିଆଇ ଦୀର୍ଘ ୧୦ ମାସ ହେଲା ଷ୍ଟାର ଖେଳାଳିଙ୍କ ଦରମା ଓ ମ୍ୟାଚ୍‌ ଫି’ ଦେଇପାରିନାହିଁ। ସୂଚନା ଅନୁସାରେ, ବିସିସିଆଇର ଇଲିଟି କଣ୍ଟ୍ରାକ୍ଟ ଲିଷ୍ଟରେ ୨୭ ଜଣ ଖେଳାଳି ରହିଛନ୍ତି। ହେଲେ ଏମାନଙ୍କୁ ଗତ ବର୍ଷ ଅକ୍ଟୋବର ଠାରୁ କୌଣସି ପ୍ରକାରର ଟଙ୍କା ମିଳିନାହିଁ। ସେହିପରି ବିସିସିଆଇ ପକ୍ଷରୁ ୨ଟି ଟେଷ୍ଟ, ୯ଟି ଦିନିକିଆ ଓ ୮ଟି ଟି-୨୦ ମ୍ୟାଚ୍‌ର ଫି’ ମଧ୍ୟ ଜାତୀୟ ଟିମର ଖେଳାଳିଙ୍କୁ ଦିଆଯାଇନାହିଁ।

ବିସିସିଆଇ ବାର୍ଷିକ ୯୯ କୋଟି ଟଙ୍କା କଣ୍ଟ୍ରାକ୍ଟ ଖେଳାଳିଙ୍କୁ ଦେଇଥାଏ। ଗ୍ରେଡ ଏ+ରେ ଥିବା ବିରାଟ କୋହଲ, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଥିବା ବେଳେ ଗ୍ରେଡ ଏରେ ଥିବା ଖେଳାଳିଙ୍କୁ ୫ କୋଟି, ଗ୍ରେଡ ବିର ଖେଳାଳିଙ୍କୁ ୩ କୋଟି ଓ ସି ଗ୍ରେଡରେ ଥିବା ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ଏହି ଟଙ୍କାକୁ ୪ ମାସରେ ଥରେ ଇନଷ୍ଟଲମେଣ୍ଟ ଆକାରରେ ପ୍ରଦାନ କରାଯାଏ।

ସେହିପରି ଗୋଟିଏ ଟେଷ୍ଟ ମ୍ୟାଚ୍‌ ପାଇଁ ଖେଳାଳିଙ୍କୁ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଦେବାର ପ୍ରାବଧାନ ରହିଛି। ହେଲେ ବିସିସିଆଇ କୌଣସି ପ୍ରକାରର ଟଙ୍କା ଖେଳାଳିଙ୍କୁ ଦେଇପାରି ନାହିଁ।

ବିସିସିଆଇ ଟଙ୍କା ଦେଇ ନଥିବା କଥାକୁ ୮ ଜଣ ଚୁକ୍ତିଭୁକ୍ତ ହୋଇଥିବା ଖେଳାଳି ସ୍ୱୀକାର କରିଛନ୍ତି। ହେଲେ କ’ଣ ପାଇଁ ବିସିସିଆଇ ଖେଳାଳିଙ୍କୁ ଟଙ୍କା ଦେଇନାହିଁ, ସେକଥା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story