କୋଟଲାରେ ବୀରୁଙ୍କୁ ସମ୍ବର୍ଦ୍ଧିତ କରିବ ବିସିସିଆଇ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ନିକଟରେ ଅବସର ଘୋଷଣା କରିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କୁ ସମ୍ବର୍ଦ୍ଧିତ କରିବ ବିସିସିଆଇ। ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ବୀରୁଙ୍କୁ ସମ୍ବର୍ଦ୍ଧିତ କରିବ ବିସିସିଆଇ। ଡିସେମ୍ବର ୩ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାହେବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଅବସରରେ ବିସିସିଆଇ ବୀରୁଙ୍କୁ ସମ୍ବର୍ଦ୍ଧିତ କରିବ। ସୂଚନାଯୋଗ୍ୟ, ଗତ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ […]

Virender Sehwag

Virender Sehwag

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 03:55 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ନିକଟରେ ଅବସର ଘୋଷଣା କରିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କୁ ସମ୍ବର୍ଦ୍ଧିତ କରିବ ବିସିସିଆଇ। ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ବୀରୁଙ୍କୁ ସମ୍ବର୍ଦ୍ଧିତ କରିବ ବିସିସିଆଇ। ଡିସେମ୍ବର ୩ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାହେବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଅବସରରେ ବିସିସିଆଇ ବୀରୁଙ୍କୁ ସମ୍ବର୍ଦ୍ଧିତ କରିବ।

ସୂଚନାଯୋଗ୍ୟ, ଗତ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ତଥା ସିରିଜର ଶେଷ ଦିନିକିଆ ମ୍ୟାଚରେ ଜାହିର ଖାନଙ୍କୁ ବିସିସିଆଇ ସମ୍ବର୍ଦ୍ଧିତ କରିଥିଲା। ବୀରୁଙ୍କ ଅବସର ଘୋଷଣାର କିଛି ଦିନ ପୂର୍ବରୁ ଜାହିର ମଧ୍ୟ ଅବସର ଘୋଷଣା କରିଥିଲେ।

ଅକ୍ଟୋବର ୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସେହୱାଗ୍ ୧୦୪ଟି ଟେଷ୍ଟରୁ ୮,୫୮୯ ରନ କରିଥିବାବେଳେ ୨୫୧ଟି ଦିନିକିଆରୁ ୮,୨୭୩ ରନ୍ ସଂଗ୍ରହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story