ବିଶ୍ୱ ଏକାଦଶ ବିପକ୍ଷ ମ୍ୟାଚ୍ ପାଇଁ ବିସିସିଆଇ ପଠାଇଲା ଏହି ୪ ଖେଳାଳିଙ୍କ ନାଁ

ମୁମ୍ବାଇ: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜୀବୁର ରେହମାନଙ୍କ ୧୦୦ତମ ଜୟନ୍ତୀ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଆୟୋଜନ କରିବ। ଏସିଆ ଏକାଦଶ ଟିମ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତର ଚାରିଜଣ ଖେଳାଳିଙ୍କ ନାଁ ପଠାଇଛି। ଏହି ଖେଳାଳିଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, […]

kohli

kohli

Ranjit Kumar Jena
  • Published: Friday, 21 February 2020
  • Updated: 21 February 2020, 08:49 PM IST

Sports

Latest News

ମୁମ୍ବାଇ: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜୀବୁର ରେହମାନଙ୍କ ୧୦୦ତମ ଜୟନ୍ତୀ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଆୟୋଜନ କରିବ।

ଏସିଆ ଏକାଦଶ ଟିମ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତର ଚାରିଜଣ ଖେଳାଳିଙ୍କ ନାଁ ପଠାଇଛି। ଏହି ଖେଳାଳିଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, ଶିଖର ଧୱନ୍‌, କୁଲଦୀପ ଯାଦବ ଓ ମହମ୍ମଦ ଶାମି ରହିଛନ୍ତି।

ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିସିବିର ଅନୁରୋଧ ପରେ ଗାଙ୍ଗୁଲି ଭାରତର ଚାରିଜଣ ଖେଳାଳିଙ୍କୁ ଏସିଆ ଏକାଦଶ ଟିମ୍ ପାଇଁ ମନୋନୀତ କରିଛନ୍ତି। ସୂଚନାଯୋଗ୍ୟ ଏହି ଦୁଇଟି ଯାକ ମ୍ୟାଚ୍ ଢାକାର ଶେର୍‌-ଇ-ବାଂଲା ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନର କୌଣସି ଖେଳାଳିଙ୍କୁ ସାମିଲ୍ କରାଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story