ରିଟାୟର୍ ହେବ ଧୋନିଙ୍କ ୭ ନମ୍ବର ଜର୍ସି!

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍। ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୨ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ଆଣ୍ଟିଗାରେ ହେବାକୁଥିବା ଏହି ଟେଷ୍ଟରେ ପ୍ରଥମଥର ଧଳା ରଙ୍ଗର ଜର୍ସିରେ ନାଁ ଓ ନମ୍ବରର ବ୍ୟବହୃତ କରାଯିବ। ଟିମ୍ ଇଣ୍ଡିଆର ସବୁ ଖେଳାଳି ନମ୍ବର ଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ। ମିଳିଥିବା ଖବର ଅନୁଯାୟୀ, ଟେଷ୍ଟ ଚାମ୍ପିୟନଶିପ୍ ବେଳେ ଟିମ୍ ଇଣ୍ଡିଆ ଦୁଇ ନମ୍ବରର ବ୍ୟବହାର କରିବ ନାହିଁ। […]

msd

msd

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 09:56 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍। ଭାରତୀୟ ଟିମ୍ ତା'ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୨ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ଆଣ୍ଟିଗାରେ ହେବାକୁଥିବା ଏହି ଟେଷ୍ଟରେ ପ୍ରଥମଥର ଧଳା ରଙ୍ଗର ଜର୍ସିରେ ନାଁ ଓ ନମ୍ବରର ବ୍ୟବହୃତ କରାଯିବ। ଟିମ୍ ଇଣ୍ଡିଆର ସବୁ ଖେଳାଳି ନମ୍ବର ଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ। ମିଳିଥିବା ଖବର ଅନୁଯାୟୀ, ଟେଷ୍ଟ ଚାମ୍ପିୟନଶିପ୍ ବେଳେ ଟିମ୍ ଇଣ୍ଡିଆ ଦୁଇ ନମ୍ବରର ବ୍ୟବହାର କରିବ ନାହିଁ।

ସଚିନ ତେନ୍ଦୁଲକରଙ୍କ ନମ୍ବର-୧୦ ଜର୍ସିକୁ ବିସିସିଆଇ ଆନୁଷ୍ଠାନିକ ଭାବେ ରିଟାୟର୍ କରିସାରିଛି। ଅନ୍ୟପକ୍ଷରେ ଏବେ ଭାରତୀୟ ବୋର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ରିଟାୟର୍ କରିବାକୁ ଚିନ୍ତା କରୁଛି। ପିଟିଆଇ ଖବର ଅନୁଯାୟୀ, ସବୁ ଭାରତୀୟ ଖେଳାଳି ନିଜର ଦିନିକିଆ ଜର୍ସିର ନମ୍ବର ବ୍ୟବହାର ଟେଷ୍ଟରେ ବି କରିବେ। ଧୋନି ପୂର୍ବରୁ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଛନ୍ତି, କିନ୍ତୁ ତାଙ୍କ ନମ୍ବରର ଜର୍ସି କୌଣସି ଖେଳାଳି ପିନ୍ଧନ୍ତି ନାହିଁ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିରାଟ୍ କୋହଲି ୧୮ ଏବଂ ରୋହିତ୍ ଶର୍ମା ୪୫ ନମ୍ବର ଜର୍ସି ପିନ୍ଧିବେ। ଯେହେତୁ ଧୋନି ଟେଷ୍ଟ କ୍ରିକେଟ୍ ଖେଳୁନାହାନ୍ତି, ସେଥିପାଇଁ ତାଙ୍କର ଜର୍ସି ନମ୍ବର-୭ ଉପଲବ୍ଧ ରହିବ। କିନ୍ତୁ ଏହାକୁ କୌଣସି ଖେଳାଳି ପରିଧାନ କରିବେ ନାହିଁ। ୭ ନମ୍ବର ଜର୍ସି କେବଳ ଧୋନିଙ୍କ ପାଇଁ ଉଦ୍ଦିଷ୍ଟ। ଦିନିକିଆ ସିରିଜ୍ ପରେ ହିଁ ୱେଷ୍ଟଇଣ୍ଡିଜରେ ନମ୍ବର ଥିବା ଜର୍ସି ପହଞ୍ଚିବ।

ସାଧାରଣତଃ ଜର୍ସିକୁ ରିଟାୟର କରାଯାଏ ନାହିଁ କିନ୍ତୁ ଭାରତୀୟ କ୍ରିକେଟରେ ଧୋନିଙ୍କ ମାନ୍ୟତା ଏତେ ବଡ଼ ଯେ, ତାଙ୍କ ଜର୍ସି ରିଟାୟର୍ କରାଯାଇପାରେ। ଧୋନି ୨୦୧୫ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ। ଏବେ ଅନୁମାନ କରାଯାଉଛି ଯେ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ଧୋନି ଦିନିକିଆ ଓ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେବେ। ସୂଚନାଯୋଗ୍ୟ, ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବିରତି ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ସେନା ସହ ଟ୍ରେନିଂ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story