ଡିସେମ୍ବର ୧ରେ ବିସିସିଆଇର ବାର୍ଷିକ ବୈଠକ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ପରେ ପ୍ରଥମ ଥର ପାଇଁ ବିସିସିଆର ବାର୍ଷିକ ଜେନେରାଲ ମିଟିଂ(ଏଜିଏମ) ଆସନ୍ତା ଡିସେମ୍ବର ୧ରେ ବସିବ। ନୂଆ କରି ବସିସିଆଇର ବସ୍‌ ହୋଥଇଥିବା ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ମୁମ୍ବାଇ ଠାରେ ଏହି ଏଜିଏମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ରାଜ୍ୟର କ୍ରିକେଟ ଆସୋସିଏସନ୍‌ର ସଦସ୍ୟମାନେ ଯୋଗଦେବେ। ସେହିପରି ସେମାନେ ବିସିସିଆଇ ନିୟମରେ ପ୍ରଚଳିତ କିଛି ବ୍ୟବସ୍ଥାକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ରହିଛି।

ss

Hemant Lenka
  • Published: Sunday, 10 November 2019
  • , Updated: 10 November 2019, 05:45 PM IST

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷ ପରେ ପ୍ରଥମ ଥର ପାଇଁ ବିସିସିଆର ବାର୍ଷିକ ଜେନେରାଲ ମିଟିଂ(ଏଜିଏମ) ଆସନ୍ତା ଡିସେମ୍ବର ୧ରେ ବସିବ। ନୂଆ କରି ବସିସିଆଇର ବସ୍‌ ହୋଥଇଥିବା ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ମୁମ୍ବାଇ ଠାରେ ଏହି ଏଜିଏମ ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକରେ ବିଭିନ୍ନ ରାଜ୍ୟର କ୍ରିକେଟ ଆସୋସିଏସନ୍‌ର ସଦସ୍ୟମାନେ ଯୋଗଦେବେ। ସେହିପରି ସେମାନେ ବିସିସିଆଇ ନିୟମରେ ପ୍ରଚଳିତ କିଛି ବ୍ୟବସ୍ଥାକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ରହିଛି।

Related story