ବେଙ୍ଗଲଠାରୁ ଓଡ଼ିଶାର ଲଜ୍ୟାଜନକ ପରାଜୟ

କୋଲକାତା: ଓଡ଼ିଶା-ବେଙ୍ଗଲ ରଣଜୀ ମୁକାବିଲା ଦୁଇ ଦିନରେ ଶେଷ ହୋଇଯାଇଛି। କୋଲକାତାରେ ଖେଳା ଯାଇଥିବା ଏହି ମ୍ୟାଚରେ ଓଡିଶା ଲଜ୍ଜାଜନକ ଭାବେ ହାରି ଯାଇଛି। ବେଙ୍ଗଲଠାରୁ ଭ୍ରମାଣକାରୀ ଦଳ ୧୩୩ ରନରେ ପରାସ୍ତ ହୋଇଛି। ଦ୍ୱିତୀୟ ଇନିଂସରେ ୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନଟରାଜ ବେହେରାଙ୍କ ଟିମ୍ ମାତ୍ର ୩୭ ରନରେ ଅଲଆଉଟ୍ ହୋଇଯାଇଥିଲା। ବେଙ୍ଗଲର ବ୍ୟାଟ୍ସମ୍ୟାନ ଏ.ଆର. ଈଶ୍ୱରନଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ପ୍ରଦାନ କରାଯାଇଥିଲା। ପ୍ରଥମ ଦିନ ପରି ଦ୍ୱିତୀୟ […]

ashokedindal

ashokedindal

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 12:25 PM IST

Sports

Latest News

କୋଲକାତା: ଓଡ଼ିଶା-ବେଙ୍ଗଲ ରଣଜୀ ମୁକାବିଲା ଦୁଇ ଦିନରେ ଶେଷ ହୋଇଯାଇଛି। କୋଲକାତାରେ ଖେଳା ଯାଇଥିବା ଏହି ମ୍ୟାଚରେ ଓଡିଶା ଲଜ୍ଜାଜନକ ଭାବେ ହାରି ଯାଇଛି। ବେଙ୍ଗଲଠାରୁ ଭ୍ରମାଣକାରୀ ଦଳ ୧୩୩ ରନରେ ପରାସ୍ତ ହୋଇଛି। ଦ୍ୱିତୀୟ ଇନିଂସରେ ୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନଟରାଜ ବେହେରାଙ୍କ ଟିମ୍ ମାତ୍ର ୩୭ ରନରେ ଅଲଆଉଟ୍ ହୋଇଯାଇଥିଲା। ବେଙ୍ଗଲର ବ୍ୟାଟ୍ସମ୍ୟାନ ଏ.ଆର. ଈଶ୍ୱରନଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ପ୍ରଦାନ କରାଯାଇଥିଲା।

ପ୍ରଥମ ଦିନ ପରି ଦ୍ୱିତୀୟ ଦିନରେ ମଧ୍ୟ ୨୦ଟି ୱିକେଟର ପତନ ଘଟିଥିଲା। ଗତକାଲିଠାରୁ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ବେଙ୍ଗଲ ଦଳ ଆଜି ୨୩ରନରୁ ବ୍ୟାଟିଂ ଆରମ୍ଭ କରିଥିଲା। ଓପନିଂ ଯୋଡି ଭାଙ୍ଗିବା ପରେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଓଡ଼ିଶା ବୋଲରଙ୍କୁ ସାମ୍ନା କରିପାରି ନ ଥିଲେ। ଦଳ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଏ.ଆର. ଈଶ୍ୱରନ ୮୫ ବଲରୁ ୩୯ ରନ, ସୁଦୀପ୍ ଚାଟାର୍ଜି ୯୨ବଲରୁ ୩୭ ଓ ମନୋଜ ତିୱାରୀ ୭୨ ବଲରୁ ୩୫ ରନ କରି ଆଉଟ୍ ହୋଇଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ୍ ପୂରା ଫେଲ୍ ମାରିଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଶୂନରେ ଆଉଟ୍ ହୋଇଥିଲେ। ଫଳରେ ପୂରା ଟିମ୍ ଦ୍ୱିତୀୟ ଇନିଂସରେ ୧୩୫ରନରେ ଅଲଆଉଟ୍ ହୋଇଯାଇଥିଲା।

 ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୫ଟି, ଧୀରଜ ସିଂହ ୨ଟି, ସୂର୍ଯ୍ୟକାନ୍ତ  ପ୍ରଧାନ ଓ ଜୟନ୍ତ ବେହେରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ବେଙ୍ଗଲ ଦଳ ଦ୍ୱିତୀୟ ଇନିଂସରେ ୧୩୫ ରନରେ ଅଲଆଉଟ୍ ହୋଇଯିବା ପରେ ମ୍ୟାଚ୍ ଜିତିବା ପାଇଁ ଓଡ଼ିଶା ଆଗରେ ୧୭୧ରନର ଟାର୍ଗେଟ୍ ଥିଲା। ତେବେ ଦଳର ସବୁ ବ୍ୟାଟ୍ସମ୍ୟାନ୍ ସାଂଘାତିକ ଭାବେ ବିଫଳ ହୋଇଥିଲେ। କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ନ ଥିଲେ। ଅରବିନ୍ଦ ସିଂହ ଓ ଜୟନ୍ତ ବେହେରା ସର୍ବାଧିକ ୭ ରନ୍ ଲେଖାଏଁ କରିଥିଲେ। ସେହିପରି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଧିନାୟକ ନଟରାଜ ବେହେରା ଓ ଗୋବିନ୍ଦ ପୋଦ୍ଦାର ଯଥାକ୍ରମେ ୫ ଓ ୨ ରନ୍ କରିଥିଲେ। ଅନୁରାଗ ଷଡ଼ଙ୍ଗୀ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରତୀକ ଦାସ ଶୂନରେ ଆଉଟ୍ ହୋଇଥିଲେ। ଓପନର୍ ରଂଜିତ ସିଂ, ହଳଧର ଦାସ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୧ ରନ୍ ଲେଖାଏଁ କରିଥିଲେ। ପୂରା ଟିମ୍ ୧୯.୨ ଓଭରରେ ଆଉଟ୍ ହୋଇଯାଇଥିଲା। ବେଙ୍ଗଲ ପକ୍ଷରୁ ଅଶୋକ ଦିଣ୍ଡା ୭ଟି ୱିକେଟ୍ ନେଇଥିବା ବେଳେ ପ୍ରଜ୍ଞାନ ଓଝା ୩ଟି ୱିକେଟ୍ ନେଇଥିଲେ।

ଗତକାଲି ଟସ୍ ଜିତି ବେଙ୍ଗଲ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମ ଇନିଂସରେ ମାତ୍ର ୧୪୨ ରନରେ ଅଲଆଉଟ୍ ହୋଇଯାଇଥିଲା। ଓଡ଼ିଶା ଦଳ ପ୍ରଥମ ଇନିଂସରେ ଏହି ଟାର୍ଗେଟକୁ ବି ଅତିକ୍ରମ କରି ପାରି ନ ଥିଲା। ଦଳ ପ୍ରଥମ ଇନିଂସରେ ମାତ୍ର ୧୦୭ ରନ୍ କରିଥିଲା।   ଏହି ବିଜୟ ସହ ବେଙ୍ଗଲ ୬ ପଏଣ୍ଟ ପାଇ ଚଳିତ ସିଜିନରେ ଏଯାବତ ମୋଟ୍ ୨୫ ପଏଣ୍ଟ ହାସଲ କରି ଗ୍ରୁପ-ଏରେ ସର୍ବାଗ୍ରେ ରହିଛି। ବେଙ୍ଗଲ ୭ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ଲାଭ କରି ଥିବା ବେଳେ ୫ଟି ମ୍ୟାଚ୍ ଡ୍ର’ ରଖିଛି। ଅନ୍ୟପକ୍ଷରେ ଚଳିତ ରଣଜୀ ସିଜିନରେ ଏହା ହେଉଛି ଓଡ଼ିଶା ଦଳର ଦ୍ୱିତୀୟ ପରାଜୟ। ଏହି ମ୍ୟାଚରୁ ଦଳ କୌଣସି ପଏଣ୍ଟ୍ ପାଇନାହିଁ। ଦଳ ୧୨ ପଏଣ୍ଟ ସହ ଗ୍ରୁପ-ଏରେ ୬ଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story