ଅଷ୍ଟ୍ରେଲିଆରେ ଧୋନି ଧମାକାକୁ ନେଇ ଆସୁଛି ଏମିତି ପ୍ରତିକ୍ରିୟା

ମେଲବର୍ଣ୍ଣ: ସଫଳ ଅଧିନାୟକ, ଦଳ ପାଇଁ ଶୁଭଙ୍କର ଏବଂ ଏବେ ଭେଟେରାନ୍‌ ଇଆନ୍‌ ଚାପେଲ୍‌ଙ୍କ ଭାଷାରେ ‘ବିଶ୍ୱର ଶ୍ରେଷ୍ଠ ଦିନିକିଆ ଫିନିଶର୍‌’, ମହେନ୍ଦ୍ର ସିଂହ ଧୋନି ନିଜର ଶ୍ରେଷ୍ଠତା ବାରମ୍ବାର ପ୍ରମାଣିତ କରିଛନ୍ତି। ୨୦୦୭ରୁ ୨୦୧୬ ଯାଏ ଦିନିକିଆରେ ଅଧିନାୟକ ଏବଂ ୨୦୦୮ରୁ ୨୦୧୪ ଯାଏ ଟେଷ୍ଟ କ୍ରିକେଟ୍‌ରେ ଅଧିନାୟକ ଦାୟିତ୍ୱ ନେଇସାରିଥିବା ଧୋନିଙ୍କର ଭାରତୀୟ କ୍ରିକେଟ୍‌ ପ୍ରତି ଅବଦାନ ଅଭୁଲା ଏବଂ ଅତୁଳନୀୟ। ମେଲ୍‌ବର୍ଣ୍ଣରେ ତାଙ୍କର ୮୭ ରନ୍‌ର ଇନିଂସ୍‌ କେବଳ ସେହି ମ୍ୟାଚ୍‌ ନୁହେଁ […]

dhoni

dhoni

Subrat Kumar Nayak
  • Published: Tuesday, 22 January 2019
  • Updated: 22 January 2019, 09:04 AM IST

Sports

Latest News

ମେଲବର୍ଣ୍ଣ: ସଫଳ ଅଧିନାୟକ, ଦଳ ପାଇଁ ଶୁଭଙ୍କର ଏବଂ ଏବେ ଭେଟେରାନ୍‌ ଇଆନ୍‌ ଚାପେଲ୍‌ଙ୍କ ଭାଷାରେ ‘ବିଶ୍ୱର ଶ୍ରେଷ୍ଠ ଦିନିକିଆ ଫିନିଶର୍‌’, ମହେନ୍ଦ୍ର ସିଂହ ଧୋନି ନିଜର ଶ୍ରେଷ୍ଠତା ବାରମ୍ବାର ପ୍ରମାଣିତ କରିଛନ୍ତି।

୨୦୦୭ରୁ ୨୦୧୬ ଯାଏ ଦିନିକିଆରେ ଅଧିନାୟକ ଏବଂ ୨୦୦୮ରୁ ୨୦୧୪ ଯାଏ ଟେଷ୍ଟ କ୍ରିକେଟ୍‌ରେ ଅଧିନାୟକ ଦାୟିତ୍ୱ ନେଇସାରିଥିବା ଧୋନିଙ୍କର ଭାରତୀୟ କ୍ରିକେଟ୍‌ ପ୍ରତି ଅବଦାନ ଅଭୁଲା ଏବଂ ଅତୁଳନୀୟ। ମେଲ୍‌ବର୍ଣ୍ଣରେ ତାଙ୍କର ୮୭ ରନ୍‌ର ଇନିଂସ୍‌ କେବଳ ସେହି ମ୍ୟାଚ୍‌ ନୁହେଁ ଅଷ୍ଟ୍ରେଲିଆ ମାଟିରେ ଦଳକୁ ପ୍ରଥମ ସିରିଜ୍‌ ବିଜୟ ଉପହାର ଦେଇଥିଲା।

ତାଙ୍କର ଏଭଳି ସ୍ଥିର ପ୍ରଦର୍ଶନରେ ସମଗ୍ର ବିଶ୍ୱ ଏବେ ପ୍ରଶଂସାମୁଖର। ଏଥିରୁ ବାଦ୍‌ ପଡ଼ିନି ଇଣ୍ଟରନେଟ୍‌ ଏବଂ ସୋଶାଲ ମିଡିଆ। ଫେସବୁକ୍‌ଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁଠି ସେହି ଗୋଟିଏ କଥା, ‘ମାହି ମାର୍‌ ରହା ହୈ’।
https://twitter.com/Gadhvilaxman/status/1086213234741268481
https://twitter.com/Kashyap_ocean/status/1086208775655088129
https://twitter.com/sagarcasm/status/1086213859399163905
https://twitter.com/princess_kalra/status/1086214248743739392
https://twitter.com/VarunKrRana/status/1086214292955754497
https://twitter.com/TakkariDonga12/status/1086210035745574912
https://twitter.com/SijuMoothedath/status/1086209797211357185
https://twitter.com/Madan_Chikna/status/1086214046104281089
https://twitter.com/ikpsgill1/status/1086219192569712640
https://twitter.com/MonkNxtDoor/status/1086221489311932416
https://twitter.com/Mr_LoLwa/status/1086219152623169539
https://twitter.com/SirJadeja/status/1086236533357723648
https://twitter.com/BollywoodGandu/status/1086212865155989504
https://twitter.com/Man_isssh/status/1086215345843580928

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story