ବାହା ହେଲେ ଭଜି

ଜଳନ୍ଧର (ପଞ୍ଜାବ): ଭାରତୀୟ ସ୍ପିନର ହରଭଜନ ସିଂହ ଗୁରୁବାର ତାଙ୍କର ବାନ୍ଧବୀ ଗୀତା ବାସ୍ରାଙ୍କୁ ବିବାହ କରିଛନ୍ତି। ଜଳନ୍ଧରର ଏକ ଗୁରୁଦ୍ୱାରରେ ଏଦୁହିଁଙ୍କ ବିବାହ ସଂପନ୍ନ ହୋଇଛି। ଭଜି ଏକ ଧଳା ସେରୱାନି ଓ ଲାଲ ରଙ୍ଗର ପଗଡ଼ି ପିନ୍ଧିଥିଲେ। ସେହିଭଳି ଗୀତା ଲାଲ୍ ଓ ସୁବର୍ଣ୍ଣ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ। ଭଜି ଓ ଗୀତାଙ୍କ ପରିବାରର କିଛି ଘନିଷ୍ଠ ସଂପର୍କୀୟ ଓ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସଂପନ୍ନ ହୋଇଥିଲା। ସଚୀନ ତେନ୍ଦୁଲକର ଓ […]

harbhajan

harbhajan

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 12:33 PM IST

harbhajanଜଳନ୍ଧର (ପଞ୍ଜାବ): ଭାରତୀୟ ସ୍ପିନର ହରଭଜନ ସିଂହ ଗୁରୁବାର ତାଙ୍କର ବାନ୍ଧବୀ ଗୀତା ବାସ୍ରାଙ୍କୁ ବିବାହ କରିଛନ୍ତି। ଜଳନ୍ଧରର ଏକ ଗୁରୁଦ୍ୱାରରେ ଏଦୁହିଁଙ୍କ ବିବାହ ସଂପନ୍ନ ହୋଇଛି। ଭଜି ଏକ ଧଳା ସେରୱାନି ଓ ଲାଲ ରଙ୍ଗର ପଗଡ଼ି ପିନ୍ଧିଥିଲେ। ସେହିଭଳି ଗୀତା ଲାଲ୍ ଓ ସୁବର୍ଣ୍ଣ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ। ଭଜି ଓ ଗୀତାଙ୍କ ପରିବାରର କିଛି ଘନିଷ୍ଠ ସଂପର୍କୀୟ ଓ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସଂପନ୍ନ ହୋଇଥିଲା। ସଚୀନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଭଜି ବାହାଘରରେ ଉପସ୍ଥିତ ଥିଲେ।

ନଭେମ୍ବର ୧ରେ ନୂଆଦିଲ୍ଲୀରେ ଭଜି ତାଙ୍କ ବାହାଘର ଭୋଜି ଦେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରିସେପସନରେ ଯୁବରାଜ ସିଂହ, ବିରାଟ କୋହଲି, ଅମିତାଭ ବଚ୍ଚନ, ଶାହରୁଖ ଖାନ୍ ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଯୋଗ ଦେବେ।

୩୫ ବର୍ଷୀୟ ହରଭଜନ ଓ ଗୀତାଙ୍କ ମଧ୍ୟରେ ୫ ବର୍ଷ ତଳୁ ସଂପର୍କ ଗଢ଼ି ଉଠିଥିଲା। ଗୀତା ଅନେକ ପଞ୍ଜାବୀ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story