ଭାରତ ଜିତିଲା ଚେନ୍ନାଇ ଦିନିକିଆ, ଦ. ଆଫ୍ରିକାକୁ ୩୫ରନରେ ହରାଇଲା

ଚେନ୍ନାଇ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଚେନ୍ନାଇରେ ଗୁରୁବାର ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚକୁ ଭାରତୀୟ ଦଳ ଜିତି ଯାଇଛି। ୩୫ରନରେ ଭ୍ରମଣକାରୀ ଦଳ ଧୋନୀ ବାହିନୀଠାରୁ ହାରି ଯାଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୯ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୫୦ ଓଭର ଖେଳି ୯ଟି ୱିକେଟ୍ ହରାଇ ୨୬୪ ରନ୍ କରିବାକୁ ସମର୍ଥ ହୋଇଥିଲା। ୧୩୮ ରନ୍ କରିଥିବା ବିରାଟ କୋହଲିଙ୍କୁ ପ୍ରଦାନ କରାଯାଇଛି ‘ମ୍ୟାନ୍ ଅଫ୍ ଦ […]

kohli

kohli

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 04:25 PM IST

Sports

Latest News

ଚେନ୍ନାଇ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଚେନ୍ନାଇରେ ଗୁରୁବାର ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚକୁ ଭାରତୀୟ ଦଳ ଜିତି ଯାଇଛି। ୩୫ରନରେ ଭ୍ରମଣକାରୀ ଦଳ ଧୋନୀ ବାହିନୀଠାରୁ ହାରି ଯାଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୯ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୫୦ ଓଭର ଖେଳି ୯ଟି ୱିକେଟ୍ ହରାଇ ୨୬୪ ରନ୍ କରିବାକୁ ସମର୍ଥ ହୋଇଥିଲା। ୧୩୮ ରନ୍ କରିଥିବା ବିରାଟ କୋହଲିଙ୍କୁ ପ୍ରଦାନ କରାଯାଇଛି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’।

ଭାରତର ଏହି ବିଜୟ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଚଳିତ ଦିନିକିଆ ସିରିଜରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥରରେ ରହିଛନ୍ତି। ତେଣୁ ଶେଷ ମ୍ୟାଚଟି ରୋମାଞ୍ଚକର ହେବ ନିଶ୍ଚୟ। ଅକ୍ଟୋବର ୨୫ ତାରିଖରେ ମୁମ୍ବାଇରେ ଶେଷ ମ୍ୟାଚଟି ଖେଳା ଯିବ।

୩୦୦ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ଆଜି ଫେଲ୍ ମାରିଥିଲେ। ଅଧିନାୟକ ଏବି ଡିଭିଲିୟର୍ସ ଓ ଓପନର କକଙ୍କୁ ଛାଡ଼ି ଦେଲେ ଆଉ କେହି ଆଖିଦୃଷ୍ଟିଆ ସ୍କୋର କରି ପାରି ନଥିଲେ। ଡିଭିଲିୟସଆ ୧୦୭ଟି ବଲରୁ ୧୧୨ ରନ୍ ସଂଗ୍ରଂ କରିଥିଲେ। ଏଥି ମଧ୍ୟରେ ରହିଥିଲା ୧୦ଟି ୪ ଓ ୨ଟି ଛକା। ତଥାପି ତାଙ୍କର ଏହି ଶତକୀୟ ପାରି ଦଳକୁ ଜିତାଇପାରିଲା ନାହିଁ। ଓପନର କିକ୍ ୩୫ଟି ବଲରୁ ୪୩ ରନ୍ କରି ହରଭଜନ ସିଂହଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅନ୍ୟତମ ଓପନର ହସିମ ଅମଲା ୭ ଓ ୩ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ପ୍ଲେସି ମାତ୍ର ୧୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ମିଲର ୬ ଓ ଫରହାନ୍ ବେହାରଦିନ୍ ୨୨ ରନ୍ କରି ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୧୦ ଓଭରର ୬୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ସେହିପରି ହରଭଜନ ସିଂହ ୧୦ ଓଭରରେ ୫୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଅମିତ ମିଶ୍ରା, ଅକ୍ଷର ପଟେଲ ଓ ମୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଭାରତୀୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ଏହାର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ୱିକେଟକୁ ଶୀଘ୍ର ହରାଇଥିଲା। ଦଳୀୟ ସ୍କୋର ମାତ୍ର ୩୫ରେ ପହଞ୍ଚିଥିବା ବେଳେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ରୋହିତ ୨୧ରନ୍ କରିଥିବା ବେଳେ ଶିଖର ଧାୱନ ପୁଣି ଫେଲ୍ ମାରିଲେ। ସେ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ। ରୋହିତ ପ୍ରଥମେ ଆଉଟ୍ ହୋଇଥିଲେ। ପ୍ରଥମ ୧୦ ଓଭରରେ ଦଳୀୟ ସ୍କୋର ମାତ୍ର ୪୩ ରନ୍ ଥିବା ବେଳେ ପାରିକୁ ସମ୍ଭାଳିବାକୁ ଉଦ୍ୟମ ଆରମ୍ଭ କରିଥିଲେ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୧୯ ଓଭରରେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। କୋହଲି ୫୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ତା’ପରେ ୩୮ ତମ ଓଭରରେ ୧୧୨ଟି ବଲରୁ ୪ଟି ୪ ଓ ୩ଟି ଛକା ଦ୍ୱାରା ଶତକ ହାସଲ କରିଥିଲେ। ୮ ମାସ ପରେ ସେ ଏକ ଶତକ କରିବାକୁ ସଫଳ ହୋଇଥିଲେ। ଶେଷଥର ପାଇଁ ସେ ଚଳିତ ବର୍ଷ ବିଶ୍ୱକପରେ ଆଡିଲେଡରେ ପାକିସ୍ତାନ ବିପକ୍ଷରେ ଶତକ କରିଥିଲେ। ପରେ ଖେଳ ଅବ୍ୟାହତ ରଖି ସେ ୧୪୦ଟି ବଲରୁ ୧୩୮ରନ୍ କରିଥିଲେ। ଆଜିଙ୍କ୍ୟ ରାହାଣେ ୫୩ଟି ବଲରୁ ୪୫ରନ୍ କରିଥିବା ବେଳେ ସୁରେଶ ରାଇନ ଏକ ଭଲ ପାରି ଖେଳିଥିଲେ। ସେ ୫୨ଟି ବଲରୁ ୫୩ ରନ୍ କରି ଥିଲେ। ସେହିଭଳି ଅଧିନାୟକ ଧୋନି ୧୫ ରନ୍ କରିଥିଲେ। ହରଭଜନ ସିଂହ ଶୂନ ଓ ଭୁବନେଶ୍ୱର କୁମାର ଶୂନରେ ଆଉଟ୍ ହୋଇଯାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଷ୍ଟନ୍ ଓ ରାବାଡ଼ା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। କ୍ରିସ୍ ମୋରିସ୍ ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story