ଭାରତ ହାରିଗଲା ଦ୍ୱିତୀୟ ଟି-ଟ୍ୱେଣ୍ଟି: ସିରିଜ ୧-୧ରେ ବରାବର୍

ହରାରେ: ଜମ୍ବାୱେ ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଶେଷରେ ଶେଷ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ ଜିତିଥିବା ଭାରତ କିନ୍ତୁ ଜିତିପାରି ନାହିଁ  ଟି-ଟ୍ୱେଣ୍ଟି ସିରିଜ। ରବିବାର ଅନୁଷ୍ଠିତ ଦ୍ୱିତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ଜିମ୍ବାୱେଠାରୁ ୧୦ ରନରେ ହାରି ଯାଇଛି ଭାରତ। ଜିମ୍ବାୱେ ଦଳ ନିର୍ଦ୍ଧାରିତ ୨୦ ଓ଼ଭରରେ ୭ ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିବା ବେଳେ ଭାରତ ୯ ୱିକେଟ […]

zim

zim

Rakesh Mallick
  • Published: Sunday, 19 July 2015
  • Updated: 19 July 2015, 02:43 PM IST

Sports

Latest News

ହରାରେ: ଜମ୍ବାୱେ ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଶେଷରେ ଶେଷ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ ଜିତିଥିବା ଭାରତ କିନ୍ତୁ ଜିତିପାରି ନାହିଁ  ଟି-ଟ୍ୱେଣ୍ଟି ସିରିଜ। ରବିବାର ଅନୁଷ୍ଠିତ ଦ୍ୱିତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ଜିମ୍ବାୱେଠାରୁ ୧୦ ରନରେ ହାରି ଯାଇଛି ଭାରତ। ଜିମ୍ବାୱେ ଦଳ ନିର୍ଦ୍ଧାରିତ ୨୦ ଓ଼ଭରରେ ୭ ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିବା ବେଳେ ଭାରତ ୯ ୱିକେଟ ହରାଇ ୧୩୫ ରନ କରିଥିଲା। ଫଳରେ ସିରିଜ ୧-୧ରେ ବରାବର ରହିଛି। ଜିମ୍ବାୱେର ବ୍ୟାଟ୍ସମ୍ୟାନ ଚିଭାଭାଙ୍କୁ ଉଭୟ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ପ୍ରଦାନ କରାଯାଇଥିଲା।

ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଘରୋଇ ଦଳ ଜିମ୍ବାୱେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ଟି ୱିକେଟ ହରାଇ ମାତ୍ର ୧୪୫ ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ମାତ୍ର ତିନିଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଦଳ ପକ୍ଷରୁ ଚିଭାଭା ୫୧ ବଲରୁ ୬୭ ରନ, କାସାକାଡଜା ୧୭  ବଲରୁ ୧୯ ରନ, ଏସସି ୱିଲିୟମସ ୧୮ ବଲରୁ ୧୭ ରନ କରିଥିଲେ। ବାକି ବ୍ୟାଟ୍ସମ୍ୟାନ ଏକ ଅଙ୍କରେ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ମୋହିତ ଶର୍ମା ୪ ଓଭର ଲେଖାଏଁ ବୋଲିଂ କରି ଦୁଇ ଦୁଇଟି ୱିକେଟ ହାସଲ କରିଥିଲେ। ସେହିପରି ସନ୍ଦୀପ ଶର୍ମା, ଷ୍ଟୁଆର୍ଡ ବିନ୍ନି ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

 ୧୪୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଟିମ ପ୍ରଥମ ଓଭରରେ ହିଁ ହରାଇଥିଲା ପ୍ରଥମ ୱିକେଟ । ସେତବେଳେକୁ ଦଳ ସ୍କୋର ହୋଇଥିଲା ୪। ଅନ୍ୟତମ ଓପନର ମୂରଲୀ ବିଜୟ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ସେ ମାତ୍ର ୧୧ଟି ବଲର ସମ୍ମୁଖୀନ ହୋଇପାରିଥିଲେ ଓ ଏଥିରୁ ମାତ୍ର ୧୩ ରନ କରିଥିଲେ। ସେ ଆଉଟ ହୋଇଯିବାର ତିନୋଟି ବଲ ପରେ ପୁଣି ୱିକେଟ ମନିଷ ପାଣ୍ଡେ କୌଣସି ରନ ନକରି ପ୍ୟାଭିଲିୟନକୁ ଫେରିଯାଇଥିଲେ। ତେବେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ ଉଥାପ୍ପା ଦଳୀୟ ସ୍କୋରକୁ ଆଗେଇ ନେବାକୁ ପ୍ରୟାସ କରିଥିଲେ। ସେ ୨୫ଟି ବଲରେ ୯ଟି ଚୌକା ସହିତ ୪୨ ରନ ସଂଗ୍ରହ କରିଥିଲେ। ତେବେ ୭.୩ ଓଭରରେ ସେ ଆଉଟ ହୋଇଯାଇଥିଲେ। ପରେ ପରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟୁଆର୍ଟ ବିନ୍ନି, ସଞ୍ଜୁ ସାମସନ ଓ ଅକ୍ସର ପଟେଲ ଯଥାକ୍ରମରେ ମାତ୍ର ୨୪,୧୯ ଓ ୧୩ ରନ କରିଥିଲେ। ଜିମ୍ବାୱେ ପକ୍ଷରୁ ଏଜି କ୍ରେମର ୪ ଓଭରରେ ମାତ୍ର ୧୮ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ସେହିପରି ମୁଜାରବାନି,ସିବି ପୋଫୁ ଓ ଏସସି ୱିଲିୟମସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story