କୋଲକତା: ୨୦୧୬ ରିଓ ଅଲିମ୍ପିକ ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ତୀରନ୍ଦାଜି ଦଳ। ଅନ୍ୟପକ୍ଷେ ଭାରତୀୟ ପୁରୁଷ ଦଳ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୁଧବାର ଡେନମାର୍କର କୋଫେନହାଗେନରେ ଖେଳାଯାଉଥିବା ୱାର୍ଲ୍ଡ ଚାମ୍ପିଆନସିପରେ ଭାରତୀୟ ମହିଳା ଦଳର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ମହିଳା ତୀରନ୍ଦାଜି ଇଭେଣ୍ଟରେ ଟପ ଅଡରରେ ଭାରତୀୟ ମହିଳା ଦଳର ବହୁ ଖେଳାଳୀ ରହିଛିନ୍ତି। ସେମାନଙ୍କ ମଧ୍ୟରେ ଥିବା ଦୀପିକା କୁମାରୀ, ରିମିଲ୍ ବୁରିଉଲି ଏବଂ ଲକ୍ଷ୍ମୀରାଣୀ ମାଝି ରିଓ ଅଲିମ୍ପିକକୁ ଯିବାକୁ ଯୋଗ୍ୟତା ହାସଲ କରିଛନ୍ତି । ପୁରଷ ଭାରତୀୟ ଦଳ ଡିଫେନଣ୍ଡିଙ୍ଗ ଚାମ୍ପିୟନ ଇଟାଲିଠାରୁ ପରାସ୍ତ ହୋଇଯିବା ପରେ ଏବେ ଅଲମ୍ପିକ ଯୋଗ୍ୟତା ହାସଲ କରିବା ଆଶଙ୍କା ମଧ୍ୟକୁ ଚାଲିଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଉପ ନିର୍ବାଚନ: ବୁର୍ଖା ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, ପୁଲିସର ଗୁମର ଖୋଲିଲା ସପା
କ୍ଷମତାସୀନ ବିଜେପି ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛି। ବୁର୍ଖାରେ ଥିବା ଲୋକଙ୍କର ଭୋଟ ପରିଚୟ ଭଲ ଭାବେ ଯାଞ୍ଚ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ କହିଛି।
Crime
ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!
ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା। ପରିବାରର ଅଭିଯୋଗକ୍ରମେ ସମାଜବାଦୀ ପାର୍ଟି ସମର୍ଥକଙ୍କୁ ଗିରଫ କଲା ପୁଲିସ।
Crime
ବାହାଘର ପ୍ରସ୍ତାବକୁ ମନା କଲେ ଗୁରୁମା, ସ୍କୁଲରେ ପଶି ତଣ୍ଟି କାଟିଦେଲା ପାଗଳ ପ୍ରେମୀ
ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।