ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍: ଅକ୍ଟୋବର ୧ଓ ୩ରେ ବାରବାଟୀ କାଉଣ୍ଟରରେ ଟିକେଟ୍ ବିକ୍ରି

କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ କ୍ରିକେଟ୍ ପାଇଁ ମୋଟ ୩୩ହଜାର ଟିକେଟ ବିକ୍ରି ହେବ। ଏହା ମଧ୍ୟରୁ ୨୦ହଜାର ଟିକେଟ୍ ସାଧରଣ ଦର୍ଶକଙ୍କ ପାଇଁ ରହିବ। ୧ତାରିଖ ଓ ୩ତାରିଖରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ। ସେହିପରି ଅନଲାଇନରେ ୭ହଜାରରୁ ଅଧିକ ଟିକେଟ ବିକ୍ରି ହେବ। ଅନଲାଇନ୍ ଟିକେଟ୍ ବିକ୍ରି ୨୯ତାରିଖ ଯାଏଁ ଚାଲିବ।  ଶୁକ୍ରବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଏହି […]

oca meet

oca meet

Rakesh Mallick
  • Published: Friday, 25 September 2015
  • Updated: 25 September 2015, 11:08 AM IST

Sports

Latest News

କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ କ୍ରିକେଟ୍ ପାଇଁ ମୋଟ ୩୩ହଜାର ଟିକେଟ ବିକ୍ରି ହେବ। ଏହା ମଧ୍ୟରୁ ୨୦ହଜାର ଟିକେଟ୍ ସାଧରଣ ଦର୍ଶକଙ୍କ ପାଇଁ ରହିବ। ୧ତାରିଖ ଓ ୩ତାରିଖରେ ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ। ସେହିପରି ଅନଲାଇନରେ ୭ହଜାରରୁ ଅଧିକ ଟିକେଟ ବିକ୍ରି ହେବ। ଅନଲାଇନ୍ ଟିକେଟ୍ ବିକ୍ରି ୨୯ତାରିଖ ଯାଏଁ ଚାଲିବ।  ଶୁକ୍ରବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଏହି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story