ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦:ବାରବାଟୀରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲାକୁ ଆଉ ମାତ୍ର ୩ଦିନ ରହିଲା। ଆଜିଠୁ ସାଧାରଣ ଦର୍ଶକଙ୍କ ପାଇଁ ୩ଟି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ସକାଳ ୯ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି। ଟିକେଟ୍ କିଣିବାକୁ ରାତିରୁ ହଜାର ହଜାର ଲୋକ ଲାଇନ୍ ଲଗାଇଛନ୍ତି। ତିନିଟି ଯାକ କାଉଣ୍ଟର ଆଗରେ ଦର୍ଶକଙ୍କ ଲମ୍ୱା ଲାଇନ ଲାଗିଛି। ସାଧାରଣ ଦର୍ଶକଙ୍କ ପାଇଁ ୧୧ ହଜାରରୁ ଅଧିକ ଟିକେଟ୍ ବିକ୍ରି କରାଯିବ। ପୂର୍ବରୁ ଅନଲାଇନରେ ୭ହଜାର ଟିକେଟ୍ […]

ctc

ctc

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 04:02 AM IST

Sports

Latest News

କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲାକୁ ଆଉ ମାତ୍ର ୩ଦିନ ରହିଲା। ଆଜିଠୁ ସାଧାରଣ ଦର୍ଶକଙ୍କ ପାଇଁ ୩ଟି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ସକାଳ ୯ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି। ଟିକେଟ୍ କିଣିବାକୁ ରାତିରୁ ହଜାର ହଜାର ଲୋକ ଲାଇନ୍ ଲଗାଇଛନ୍ତି। ତିନିଟି ଯାକ କାଉଣ୍ଟର ଆଗରେ ଦର୍ଶକଙ୍କ ଲମ୍ୱା ଲାଇନ ଲାଗିଛି। ସାଧାରଣ ଦର୍ଶକଙ୍କ ପାଇଁ ୧୧ ହଜାରରୁ ଅଧିକ ଟିକେଟ୍ ବିକ୍ରି କରାଯିବ। ପୂର୍ବରୁ ଅନଲାଇନରେ ୭ହଜାର ଟିକେଟ୍ ବିକ୍ରି ସରିଛି। ସେହିପରି ଓସିଏ ଅନୁବନ୍ଧିତ କ୍ଲବ୍ ଓ ଶିକ୍ଷାନୁଷ୍ଠାନକୁ ୧୩ ହଜାର ୫୦ ଟିକେଟ୍ ବିକ୍ରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story