ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନ

କଲମ୍ୱୋ: କଲମ୍ୱୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନ। ୩ ୱିକେଟରେ ୧୪୦ ରନରୁ ଆଜି ଖେଳ ଆରମ୍ଭ କରିବ ଘରୋଇ ଦଳ। ଗତକାଲି ପ୍ରଥମ ଇନିଂସ ଖେଳ ଆରମ୍ଭ କରି ଶ୍ରୀଲଙ୍କା ମାତ୍ର ୧ ରନରେ ପ୍ରଥମ  ୱିକେଟ ହରାଇଥିଲା। ପରେ ସ୍ଥିତି ସମ୍ଭାଳିଥିଲା ଦଳ। ପୂର୍ବରୁ ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୬ ୱିକେଟରେ ୩୧୯ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୭୪ ରନ୍ ଯୋଡି ପାରିଥିଲା। ପ୍ରଥମ […]

cricket

cricket

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 02:22 AM IST

Sports

Latest News

କଲମ୍ୱୋ: କଲମ୍ୱୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନ। ୩ ୱିକେଟରେ ୧୪୦ ରନରୁ ଆଜି ଖେଳ ଆରମ୍ଭ କରିବ ଘରୋଇ ଦଳ। ଗତକାଲି ପ୍ରଥମ ଇନିଂସ ଖେଳ ଆରମ୍ଭ କରି ଶ୍ରୀଲଙ୍କା ମାତ୍ର ୧ ରନରେ ପ୍ରଥମ  ୱିକେଟ ହରାଇଥିଲା। ପରେ ସ୍ଥିତି ସମ୍ଭାଳିଥିଲା ଦଳ। ପୂର୍ବରୁ ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୬ ୱିକେଟରେ ୩୧୯ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୭୪ ରନ୍ ଯୋଡି ପାରିଥିଲା। ପ୍ରଥମ ଇନିଂସରେ ୩୯୩ ରନରେ ଅଲ୍ଆଉଟ୍ ହୋଇଥିଲା ଟିମ ଇଣ୍ଡିଆ। ଭାରତ ପକ୍ଷରୁ ଯୁବ କ୍ରିକେଟର ଲୋକେଶ ରାହୁଲଙ୍କ ଶତକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story