ଜାନୁଆରିରେ ଜାତୀୟ କିକ୍ ବକ୍ସିଂ ଚାମ୍ପିଅନ୍‌ସିପ୍

ଭୁବନେଶ୍ୱର: ଓଡ଼ିଶା କିକ୍ ବକ୍ସିଂ ଆସୋସିଏସନ୍ ପକ୍ଷରୁ ଆସନ୍ତା ଜାନୁଆରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଷଷ୍ଠ ଜାତୀୟ କିକ୍ ବକ୍ସିଂ ଚାମ୍ପିଅନ୍‌ସିପ୍। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦୦ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାବ ନେବେ। ଏହି ପ୍ରତିଯୋଗିତାରେ ଫୁଲ୍ କଣ୍ଟାକ୍ଟ, ସେମି କଣ୍ଟାକ୍ଟ, ଲାଇଟ୍ କଣ୍ଟାକ୍ଟ, ଲୋ କିକ୍, ଥାଇ କିକ୍ ବକ୍ସିଂ, ରୋ କିକ୍ ବକ୍ସିଂ ଇଭେଣ୍ଟରେ ସବ୍ ଜୁନିୟର, ଜୁନିୟର […]

kikboxing

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 08:27 AM IST

ଭୁବନେଶ୍ୱର: ଓଡ଼ିଶା କିକ୍ ବକ୍ସିଂ ଆସୋସିଏସନ୍ ପକ୍ଷରୁ ଆସନ୍ତା ଜାନୁଆରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଷଷ୍ଠ ଜାତୀୟ କିକ୍ ବକ୍ସିଂ ଚାମ୍ପିଅନ୍‌ସିପ୍। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦୦ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାବ ନେବେ।

ଏହି ପ୍ରତିଯୋଗିତାରେ ଫୁଲ୍ କଣ୍ଟାକ୍ଟ, ସେମି କଣ୍ଟାକ୍ଟ, ଲାଇଟ୍ କଣ୍ଟାକ୍ଟ, ଲୋ କିକ୍, ଥାଇ କିକ୍ ବକ୍ସିଂ, ରୋ କିକ୍ ବକ୍ସିଂ ଇଭେଣ୍ଟରେ ସବ୍ ଜୁନିୟର, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ସହିତ ପେସାଦାର କିକ୍ ବକ୍ସରମାନଙ୍କର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ।

Related story