ମର୍ଟେନ୍ସଙ୍କୁ ହରାଇ ଅନ୍ତିମ-୪ରେ ଆନ୍ଦ୍ରିସ୍କୁ

ନ୍ୟୁୟର୍କ: କ୍ୟାନାଡାର ବିୟାଙ୍କା ଆନ୍ଦ୍ରିସ୍କୁ ବେଲଜିମୟର ଏଲିସ୍ ମର୍ଟେନ୍ସଙ୍କୁ ହରାଇ ୟୁଏସ୍ ଓପନ୍ ଟେନିସ୍ ଗ୍ରାଣ୍ଡସ୍ଲାମର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଆନ୍ଦ୍ରିସ୍କୁଙ୍କୁ ସାମ୍ନା ବେଲିନ୍ଦା ବେନକିକଙ୍କ ସହ ହେବ। ୧୯ ବର୍ଷୀୟ ଆନ୍ଦ୍ରିସ୍କୁ କ୍ୱାର୍ଟରଫାଇନାଲରେ ୨୫ତମ ସିଡ୍ ମର୍ଟେନ୍ସଙ୍କୁ ୩-୬, ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି। ଏଥିସହ ୨୦୦୯ ପରେ ଆନ୍ଦ୍ରିସ୍କୁ ପ୍ରଥମ ଯୁବ ଖେଳାଳି ଭାବେ ୟୁଏସ୍ ଓପନ୍ ସେମିଫାଇନାଲରେ ପହଞ୍ଚିବାର ରେକର୍ଡ କରିଛନ୍ତି। ସେହିପରି ଅନ୍ୟଏକ କ୍ୱାର୍ଟରଫାଇନାଲରେ ମୁକାବିଲାରେ […]

bianca

bianca

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 06:10 PM IST

Sports

Latest News

ନ୍ୟୁୟର୍କ: କ୍ୟାନାଡାର ବିୟାଙ୍କା ଆନ୍ଦ୍ରିସ୍କୁ ବେଲଜିମୟର ଏଲିସ୍ ମର୍ଟେନ୍ସଙ୍କୁ ହରାଇ ୟୁଏସ୍ ଓପନ୍ ଟେନିସ୍ ଗ୍ରାଣ୍ଡସ୍ଲାମର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଆନ୍ଦ୍ରିସ୍କୁଙ୍କୁ ସାମ୍ନା ବେଲିନ୍ଦା ବେନକିକଙ୍କ ସହ ହେବ।

୧୯ ବର୍ଷୀୟ ଆନ୍ଦ୍ରିସ୍କୁ କ୍ୱାର୍ଟରଫାଇନାଲରେ ୨୫ତମ ସିଡ୍ ମର୍ଟେନ୍ସଙ୍କୁ ୩-୬, ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି। ଏଥିସହ ୨୦୦୯ ପରେ ଆନ୍ଦ୍ରିସ୍କୁ ପ୍ରଥମ ଯୁବ ଖେଳାଳି ଭାବେ ୟୁଏସ୍ ଓପନ୍ ସେମିଫାଇନାଲରେ ପହଞ୍ଚିବାର ରେକର୍ଡ କରିଛନ୍ତି। ସେହିପରି ଅନ୍ୟଏକ କ୍ୱାର୍ଟରଫାଇନାଲରେ ମୁକାବିଲାରେ ୧୩ତମ ସିଡ୍ ବେନକିକ୍ ୭-୬ (୭/୫), ୬-୩ ସେଟରେ କ୍ରୋଏସିଆର ୨୩ତମ ସିଡ୍ ଡୋନା ଭେକିକଙ୍କୁ ପରାସ୍ତ କରି ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି।

ଆନ୍ଦ୍ରିସ୍କୁ ଓ ବେନକିକ୍ ପ୍ରଥମଥର ପାଇଁ ପରସ୍ପରକୁ ସେମିଫାଇନାଲରେ ଭେଟିବେ। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଆଦୌ ଭେଟ ହୋଇନାହିଁ। ସେହିପରି ସେରେନା ୱିଲିୟମ୍ସ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ମାର୍ଗ୍ରେଟ୍ କୋର୍ଟଙ୍କ ରେକର୍ଡ ବରାବର କରିବାକୁ ପ୍ରୟାସ କରିବେ। ସେରେନା ସେମିଫାଇନାଲରେ ୟୁକ୍ରେନର ପଞ୍ଚମ ସିଡ୍ ଖେଳାଳି ଏଲିନା ସ୍ୱିତୋଲିନାଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story