ବିଜୟ ହଜାରେ ଟ୍ରଫି: ଆସନ୍ତାକାଲି ଓଡ଼ିଶା-ବରୋଦା ମୁକାବିଲା

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫିରେ ଆସନ୍ତାକାଲି ନୂଆଦିଲ୍ଲୀର ପଲାମର ଏୟାରଫୋର୍ସ କମ୍ଲେକ୍ସରେ ଓଡ଼ିଶା ତା’ର ଚତୁର୍ଥ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଶକ୍ତିଶାଳୀ ବରୋଦାକୁ ଭେଟିବ ଓଡ଼ିଶା। ଓଡ଼ିଶା ୨ଟି ପରାଜୟ ଓ ଗୋଟିଏ ବିଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ-ସିର ଷଷ୍ଠ ସ୍ଥାନରେ ରହିଛି। ବରୋଦା ତିନିଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇ ପାଇଛି। ତେବେ ଭଲ ରନରେଟ୍ ଯୋଗୁଁ ବରୋଦା ପଏଣ୍ଟ ଟେବୁଲର ଚତୁର୍ଥ […]

nataraja-and-rayudu

nataraja-and-rayudu

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 04:51 PM IST

Sports

Latest News

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫିରେ ଆସନ୍ତାକାଲି ନୂଆଦିଲ୍ଲୀର ପଲାମର ଏୟାରଫୋର୍ସ କମ୍ଲେକ୍ସରେ ଓଡ଼ିଶା ତା’ର ଚତୁର୍ଥ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଶକ୍ତିଶାଳୀ ବରୋଦାକୁ ଭେଟିବ ଓଡ଼ିଶା। ଓଡ଼ିଶା ୨ଟି ପରାଜୟ ଓ ଗୋଟିଏ ବିଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ-ସିର ଷଷ୍ଠ ସ୍ଥାନରେ ରହିଛି। ବରୋଦା ତିନିଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୪ ପଏଣ୍ଟ ପାଇ ପାଇଛି। ତେବେ ଭଲ ରନରେଟ୍ ଯୋଗୁଁ ବରୋଦା ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ଗତ ଦୁଇଟି ପରାଜୟର କାରଣ ଖୋଜି ଆସନ୍ତାକାଲି ବରୋଦା ବିପକ୍ଷ ମ୍ୟାଚରେ ପଡିଆକୁ ଓହ୍ଲେଇବ ଓଡ଼ିଶା। ପ୍ରଥମ ମ୍ୟାଚରେ ଉନ୍ନତ ବ୍ୟାଟିଂ ଓ ବୋଲିଂ ପାଇଁ ବିଜୟୀ ହୋଇଥିଲେ ବି ଶେଷ ଦୁଇଟି ମ୍ୟାଚରେ ଦଳ ଉପରେ ଭାରି ପଡିଥିଲେ ମହାରାଷ୍ଟ୍ର ଓ ଦିଲ୍ଲୀ। ଚାପ ହଟାଇବାକୁ ଏହି ମ୍ୟାଚକୁ ଜିତିବାକୁ ଓଡ଼ିଶା ଦଳ ସବୁ ପ୍ରକାର ଚେଷ୍ଟା କରିବ। ଗତ ମ୍ୟାଚ ପରି ଓଡ଼ିଶା ମଧ୍ୟ ୭ଜଣ ବ୍ୟାଟ୍ସମ୍ୟାନ ଓ ୪ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବାକୁ ଲକ୍ଷ୍ୟ ରଖିଛି। ବରୋଦାର ବୋଲରଙ୍କୁ ମାତ ଦେବାକୁ ଓଡ଼ିଶାର ଟପ୍ ବ୍ୟାଟ୍ସମ୍ୟାନ ଗୋବିନ୍ଦ ପୋଦ୍ଦାର, ରାଜେଶ ଧୁପର, ଅରବିନ୍ଦ ସିଂହ, ନଟରାଜ ବେହେରା ଆକ୍ରମଣାତ୍ମକ ଶୈଳୀରେ ଖେଳିବା ଆଶା କରାଯାଉଛି। ସେହିପରି ଆଲୋକ ସାହୁ, ବସନ୍ତ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବେ।

ଓଡ଼ିଶା ବିପକ୍ଷ ମ୍ୟାଚରେ ବରୋଦା ୭ ବ୍ୟାଟ୍ସମ୍ୟାନ, ୪ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବା ଆଶା କରାଯାଉଛି। ଏଟି ରାୟୁଡୁ, ୟୁସୁଫ୍ ପଠାଣ ଓ ମୁନାଫ୍ ପଟେଲ ପରି ହେବିୱେଟ ଖେଳାଳି ଥିବାରୁ ଦଳର ମନବଳ ଦୃଢ ରହିଛି।

ଓଡ଼ିଶା ସାମ୍ଭାବ୍ୟ ଦଳ: ନଟରାଜ ବେହେରା(ଅଧିନାୟକ),ଗୋବିନ୍ଦ ପୋଦ୍ଦାର, ବସନ୍ତ ମହାନ୍ତି, ଆଲୋକ ସାହୁ, ଅରବିନ୍ଦ ସିଂହ, ବିପ୍ଳବ ସାମନ୍ତରାୟ, ଦୀପକ୍ ବେହେରା, ରଞ୍ଜିତ ସିଂହ, ଶେଷଦୀପ୍ ପାତ୍ର, ରାଜେଶ ଧୁପର ଓ ଶୁଭମ ନାୟକ।

ବରୋଦା ସାମ୍ଭାବ୍ୟ ଦଳ: ଆରଟି ଆରୋଥେ, ୟୁସୁଫ୍ ପଠାଣ, ଆଦିତ୍ୟ ୱାଘେମୋଡେ, ଭାର୍ଘବ ଭଟ୍ଟ, ଦୀପକ୍ ଜାଗବୀର ହୁଡା, ଏଚଏଚ ପାଣ୍ଡିଆ, କେଦାର ଦେବଧର, ସ୍ୱପ୍ନିଲ୍ କେ ସିଂହ, ମୁନାଫ୍ ପଟେଲ, ପିଆର ଶାହ ଓ ଏଟି ରାୟୁଡୁ (ଅଧିନାୟକ)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story