ବିଜୟ ହଜାରେ ଟ୍ରଫି: ଆସନ୍ତାକାଲି ଆନ୍ଧ୍ରକୁ ଭେଟିବ ଓଡ଼ିଶା

ନୂଆଦିଲ୍ଲୀ: ବିଜୟ ହଜାର ଟ୍ରଫିର ଓଡ଼ିଶା ପଞ୍ଚମ ମ୍ୟାଚରେ ପଡୋଶୀ ରାଷ୍ଟ୍ର ଆନ୍ଧ୍ର ପ୍ରଦେଶକୁ ଭେଟିବ।ଏହି ମ୍ୟାଚ ଆସନ୍ତାକାଲି ସକାଳ ୯ଟା ୩୦ରୁ ନୂଆଦିଲ୍ଲୀର ପଲାମ-୨ ଠାରେ ଥିବା ଏୟାରଫୋର୍ସ ଗ୍ରାଉଣ୍ଡ କମ୍ଲେକ୍ସରେ ଅନୁଷ୍ଠିତ ହେବ। ଆନ୍ଧ୍ର ପ୍ରଦେଶ ଦଳ ୩ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି। ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବାବେଳେ ଓଡ଼ିଶା ୪ଟି ମ୍ୟାଚରରୁ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ […]

cricket

cricket

Rakesh Mallick
  • Published: Monday, 14 December 2015
  • Updated: 14 December 2015, 05:50 PM IST

Sports

Latest News

ନୂଆଦିଲ୍ଲୀ: ବିଜୟ ହଜାର ଟ୍ରଫିର ଓଡ଼ିଶା ପଞ୍ଚମ ମ୍ୟାଚରେ ପଡୋଶୀ ରାଷ୍ଟ୍ର ଆନ୍ଧ୍ର ପ୍ରଦେଶକୁ ଭେଟିବ।ଏହି ମ୍ୟାଚ ଆସନ୍ତାକାଲି ସକାଳ ୯ଟା ୩୦ରୁ ନୂଆଦିଲ୍ଲୀର ପଲାମ-୨ ଠାରେ ଥିବା ଏୟାରଫୋର୍ସ ଗ୍ରାଉଣ୍ଡ କମ୍ଲେକ୍ସରେ ଅନୁଷ୍ଠିତ ହେବ। ଆନ୍ଧ୍ର ପ୍ରଦେଶ ଦଳ ୩ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି। ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବାବେଳେ ଓଡ଼ିଶା ୪ଟି ମ୍ୟାଚରରୁ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚରେ ପରାଜିତ ହୋଇ୪ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଉଭୟ ଦଳ ବିଜୟୀ ହେବା ପାଇଁ ସ୍ୱତନ୍ତ୍ର ରଣକୌଶଳ ନେଇ ପଡିଆକୁ ଓହ୍ଲେଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos