ବିଜୟ ହଜାରେ ଟ୍ରଫି: ଆସନ୍ତାକାଲି ଓଡ଼ିଶା ଓ ଦିଲ୍ଲୀ ମୁକାବିଲା

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫିରେ ଆସନ୍ତାକାଲି ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଓଡ଼ିଶା ତା’ର ତୃତୀୟ ମ୍ୟାଚ ଖେଳିବ।ଏହି ମ୍ୟାଚରେ ଶକ୍ତିଶାଳୀ ଦିଲ୍ଲୀକୁ ଭେଟିବ ଓଡ଼ିଶା। ଓଡ଼ିଶା ପ୍ରଥମ ମ୍ୟାଚରେ ବିଦର୍ଭଠାରୁ ୩ରନ ଜିତି ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମହାରାଷ୍ଟ୍ରଠାରୁ ୪୦ ରନ ପରାଜିତ ହୋଇଛି। ଦଳ ୪ ପଏଣ୍ଟ ପାଇ ଗ୍ରୁପ-ସିର ଷଷ୍ଠ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ମଧ୍ୟ ପଛରେ ପଡିନାହିଁ। ପ୍ରଥମ ମ୍ୟାଚରେ ଉନ୍ନତ ବ୍ୟାଟିଂ ଓ ବୋଲିଂ ପାଇଁ ବିଜୟୀ […]

gambir-natraj

gambir-natraj

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 11:53 AM IST

Sports

Latest News

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫିରେ ଆସନ୍ତାକାଲି ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଓଡ଼ିଶା ତା’ର ତୃତୀୟ ମ୍ୟାଚ ଖେଳିବ।ଏହି ମ୍ୟାଚରେ ଶକ୍ତିଶାଳୀ ଦିଲ୍ଲୀକୁ ଭେଟିବ ଓଡ଼ିଶା। ଓଡ଼ିଶା ପ୍ରଥମ ମ୍ୟାଚରେ ବିଦର୍ଭଠାରୁ ୩ରନ ଜିତି ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମହାରାଷ୍ଟ୍ରଠାରୁ ୪୦ ରନ ପରାଜିତ ହୋଇଛି। ଦଳ ୪ ପଏଣ୍ଟ ପାଇ ଗ୍ରୁପ-ସିର ଷଷ୍ଠ ସ୍ଥାନରେ ରହିଛି।

ସେହିପରି ଓଡ଼ିଶା ମଧ୍ୟ ପଛରେ ପଡିନାହିଁ। ପ୍ରଥମ ମ୍ୟାଚରେ ଉନ୍ନତ ବ୍ୟାଟିଂ ଓ ବୋଲିଂ ପାଇଁ ବିଜୟୀ ହୋଇଥିଲା ଏହି ଦଳ। ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ଦଳ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାର୍ଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦଳକୁ ହାରିବାକୁ ପଡିଥିଲା। ଏହି ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ ଦଳ। ସେଥିପାଇଁ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡେଇବାକୁ ଚେଷ୍ଟା କରିବ। ଓଡ଼ିଶା ମଧ୍ୟ ୭ ବ୍ୟାଟ୍ସମ୍ୟାନ ଓ ୪ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀ ବୋଲରଙ୍କୁ ମାତ ଦେବାକୁ ଓଡ଼ିଶାର ଟପ୍ ବ୍ୟାଟ୍ସମ୍ୟାନ ଗୋବିନ୍ଦ ପୋଦ୍ଦାର, ଅରବିନ୍ଦ ସିଂହ, ନଟରାଜ ବେହେରା ଆକ୍ରମଣାତ୍ମକ ଶୈଳୀରେ ଖେଳିବା ଆଶା କରାଯାଉଛି। ସେହିପରି ଆଲୋକ ସାହୁ, ବସନ୍ତ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ସ୍ୱତନ୍ତ୍ର ରଣନୀତି ନେଇ ପଡିଆକୁ ଓହ୍ଲେଇବେ।

ଦିଲ୍ଲୀ ଦୁଇଟି ମ୍ୟାଚରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ସମାନ ପଏଣ୍ଟ ପାଇଛି। ହେଲେ ଭଲ ରନରେଟ୍ ଯୋଗୁଁ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଓଡ଼ିଶା ବିପକ୍ଷ ମ୍ୟାଚରେ ଦିଲ୍ଲୀ ୭ ବ୍ୟାଟ୍ସମ୍ୟାନ, ୪ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବା ଆଶା କରାଯାଉଛି। ଗୌତମ ଗମ୍ଭୀର, ଉନ୍ମୁକ୍ତ ଚାନ୍ଦ ଓ ଇଶାନ୍ତ ଶର୍ମା ପରି ହେବିୱେଟ ଖେଳାଳି ଥିବାରୁ ଦଳର ମନବଳ ଦୃଢ ରହିଛି।

ଓଡ଼ିଶା ସମ୍ଭାବ୍ୟ ଦଳ: ନଟରାଜ ବେହେରା(ଅଧିନାୟକ), ଗୋବିନ୍ଦ ପୋଦ୍ଦାର, ବସନ୍ତ ମହାନ୍ତି, ଆଲୋକ ସାହୁ, ଅନୁରାଜ ଷଡଙ୍ଗି, ଅରବିନ୍ଦ ସିଂହ, ବିପ୍ଳବ ସାମନ୍ତରାୟ, ଦୀପକ ବେହେରା, ପରେଶ ପଟେଲ ଓ ରାଜେଶ ଧୁପର।

ଦିଲ୍ଲୀ ସମ୍ଭାବ୍ୟ ଦଳ: ଗୌତମ ଗମ୍ଭୀର(ଅଧିନାୟକ), ଉନ୍ମୁକ୍ତ ଚାନ୍ଦ, ମିଲିନ୍ଦ, ନିତୀଶ ରାଣା, ପୱାନ୍ ନେଗୀ, ଇଶାନ୍ତ ଶର୍ମା, ଧ୍ରୁଭ୍ ଶୋରେ, ବୈଭବ ରାଓଲ୍, ନଭଦୀପ୍ ଅମରଜିତ ସିଂହ, ପ୍ରଦୀପ ସାଙ୍ଗୱାନ୍ ଓ ସୁବୋଧ ଭାତ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story