ଭୁବନେଶ୍ୱର: ଆରମ୍ଭ ହେଲା ବିଜୁ ପଟ୍ଟନାୟକ ଗୋଲଡ କପ୍ ରାଜ୍ୟ ସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ୍ ଟୁର୍ନାମେଣ୍ଟ

ଭୁବନେଶ୍ୱରରେ ୟୁନିଟ୍-ସିକ୍ସ ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି ବିଜୁ ପଟ୍ଟନାୟକ ଗୋଲଡ କପ୍ ରାଜ୍ୟ ସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟ। ଉଦଘାଟନୀ ମ୍ୟାଚରେ ଓଡ଼ିଶା ୟୁନାଇଟେଡ ଫୁଟବଲ କ୍ଲବ କଟକ କିସ୍ ଦଳକୁ ୩-୦ ଗୋଲରେ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ମୋଟ ୧୦ଟି ଦଳ ଭାଗ ନେଉଛନ୍ତି। ୨୨ତାରିଖ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଖଷଳାଯିବ। ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଚୟନ କରାଯାଇ ଟାଟା ଫୁଟବଲ୍ ଏକାଡେମୀକୁ ତାଲିମ ପାଇୱ ପଠାଯିବ ବୋଲି ଜଣାପଡିଛି।

football

football

Rakesh Mallick
  • Published: Friday, 18 December 2015
  • Updated: 18 December 2015, 05:38 AM IST

Sports

Latest News

ଭୁବନେଶ୍ୱରରେ ୟୁନିଟ୍-ସିକ୍ସ ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି ବିଜୁ ପଟ୍ଟନାୟକ ଗୋଲଡ କପ୍ ରାଜ୍ୟ ସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟ। ଉଦଘାଟନୀ ମ୍ୟାଚରେ ଓଡ଼ିଶା ୟୁନାଇଟେଡ ଫୁଟବଲ କ୍ଲବ କଟକ କିସ୍ ଦଳକୁ ୩-୦ ଗୋଲରେ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ମୋଟ ୧୦ଟି ଦଳ ଭାଗ ନେଉଛନ୍ତି। ୨୨ତାରିଖ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଖଷଳାଯିବ। ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଚୟନ କରାଯାଇ ଟାଟା ଫୁଟବଲ୍ ଏକାଡେମୀକୁ ତାଲିମ ପାଇୱ ପଠାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos