କୋଲକାତା ଟେଷ୍ଟରେ ଶତକ ପରେ ଆଇସିସି ମାନ୍ୟତାରେ ଉପରକୁ ଉଠିଲେ ବିରାଟ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷ କୋଲକାତା ଟେଷ୍ଟରେ ଶତକ ହାସଲ କରିବା ପରେ ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ଉପରକୁ ଉଠିଛନ୍ତି। ଏହି ଶତକୀୟ ଇଂନିସ ପରେ ବିରାଟ ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ ୮୧୭ ଅଙ୍କ ସହ ପଞ୍ଚମରେ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ୮୦୭ ଅଙ୍କ ସହ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ଣ୍ଣର। କୋଲକାତା ଟେଷ୍ଟର ଦ୍ୱିତୀୟ ଇଂନିସରେ ବିରାଟ ଶତକ […]

Ind-NZ Third Test Day 1

Ind-NZ Third Test Day 1

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 09:18 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷ କୋଲକାତା ଟେଷ୍ଟରେ ଶତକ ହାସଲ କରିବା ପରେ ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ଉପରକୁ ଉଠିଛନ୍ତି। ଏହି ଶତକୀୟ ଇଂନିସ ପରେ ବିରାଟ ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ ୮୧୭ ଅଙ୍କ ସହ ପଞ୍ଚମରେ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ୮୦୭ ଅଙ୍କ ସହ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ଣ୍ଣର। କୋଲକାତା ଟେଷ୍ଟର ଦ୍ୱିତୀୟ ଇଂନିସରେ ବିରାଟ ଶତକ ଅର୍ଜନ କରିବା ପରେ ସେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହି ଶତକ ସହ ଅନ୍ତର୍ଜାତୀୟ କ୍ୟାରିୟରରେ ୫୦ଟି ଶତକ ପୁରଣ କରିଛନ୍ତି। ଏବଂ ଟେଷ୍ଟରେ ୧୮ଟି ଶତକ ତାଙ୍କ ନାଁରେ ସେ କରିଛନ୍ତି। ରାହାନେ ଏବେ ଆଇସିସି ଟେଷ୍ଟ ମାନ୍ୟତାର ୭୧୮ ଅଙ୍କ ସହ ୧୩ତମ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂରେ ଭୁବନେଶ୍ୱର କୁମାର ୮ନମ୍ବର ଉପରକୁ ଉଠି ୨୯ତମ ସ୍ଥାନରେ ପହଞ୍ଚିଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story