ମେସିଙ୍କ ଅବସର ନେଇ ବୁନୋସ୍‌ ଆରିସ୍‌ରେ ବିରାଟ ଶୋଭାଯାତ୍ରା

ବୁନୋସ୍‌ ଆରିସ୍‌ (ଆର୍ଜେଣ୍ଟିନା): କୋପା ଆମେରିକା ଫାଇନାଲ ପରେ ଅବସର ଘୋଷଣା କରିଥିବା ମେସୀଙ୍କ ପାଇଁ ଆଜି ପରେ ଆର୍ଜେଣ୍ଟିନାର ରାଜଧାନୀରେ ତାଙ୍କ ହଜାର ହଜାରକ ସମର୍ଥକ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ଏଠାରେ ପ୍ରବଳ ବର୍ଷା ସତ୍ତ୍ୱେ ବି ତାଙ୍କର ସମର୍ଥକ ମାନେ ଦଳକୁ ଫେରିବା ନେଇ ବିଭିନ୍ନ ନାରା ଦେଇ ଶୋଭାଯାତ୍ରା କରିଥିଲେ।

messi-fans-700

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 06:55 PM IST

ବୁନୋସ୍‌ ଆରିସ୍‌ (ଆର୍ଜେଣ୍ଟିନା): କୋପା ଆମେରିକା ଫାଇନାଲ ପରେ ଅବସର ଘୋଷଣା କରିଥିବା ମେସୀଙ୍କ ପାଇଁ ଆଜି ପରେ ଆର୍ଜେଣ୍ଟିନାର ରାଜଧାନୀରେ ତାଙ୍କ ହଜାର ହଜାରକ ସମର୍ଥକ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି।

ଏଠାରେ ପ୍ରବଳ ବର୍ଷା ସତ୍ତ୍ୱେ ବି ତାଙ୍କର ସମର୍ଥକ ମାନେ ଦଳକୁ ଫେରିବା ନେଇ ବିଭିନ୍ନ ନାରା ଦେଇ ଶୋଭାଯାତ୍ରା କରିଥିଲେ।

Related story