ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍: ହାରି ବି ରେକର୍ଡ କଲେ ସାଇନା

ଜାକାର୍ତା:ଜାପାନର ଜାକାର୍ତା ଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଫାଇନାଲରେ ହାରି ଯାଇଛନ୍ତି ସାଇନା ନେହୱାଲ। ଫଳରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଚାମ୍ପିଅନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ। ତଥାପି ସେ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ। ଅନ୍ୟପକ୍ଷରେ ଫାଇନାଲରେ ସାଇନାଙ୍କୁ ହରାଇ ପୁଣି ଥରେ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ଚାମ୍ପିଅନ୍ ହୋଇଛନ୍ତି ବିଶ୍ୱର ଏକ […]

saina

saina

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 09:33 AM IST

ଜାକାର୍ତା:ଜାପାନର ଜାକାର୍ତା ଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପର ଫାଇନାଲରେ ହାରି ଯାଇଛନ୍ତି ସାଇନା ନେହୱାଲ। ଫଳରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଚାମ୍ପିଅନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ। ତଥାପି ସେ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ।

ଅନ୍ୟପକ୍ଷରେ ଫାଇନାଲରେ ସାଇନାଙ୍କୁ ହରାଇ ପୁଣି ଥରେ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ଚାମ୍ପିଅନ୍ ହୋଇଛନ୍ତି ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ସ୍ପେନର କାରୋଳିନା ମାରିନ୍। ଗତ ବର୍ଷ ବି ସେ ଏହି ଟାଇଟଲ୍ ଜିତି ଥିଲେ। ଆଜି ଫାଇନାଲରେ ସେ ସାଇନାଙ୍କୁ ୨୧-୧୬, ୨୧-୧୯ରେ ସିଧାସଳଖ ଭାବେ ପରାସ୍ତ କରିଥିଲେ।

ଖେଳ ପ୍ରାରମ୍ଭରେ ସାଇନା ଖୁବ ସକରାତ୍ମକ ମନେ ହେଉଥିଲେ। ପ୍ରାରମ୍ଭରୁ ଲିଡ୍ ମଧ୍ୟ ନେଇଥିଲେ ସାଇନା। କିନ୍ତୁ କାରୋଲିନା ମାରିନ୍ ରିଦିମକୁ ଫେରି ଆସିଥିଲେ ଓ ପଏଣ୍ଟ ଲେଭେଲକୁ ୭-୭ କରି ଦେଇଥିଲେ। ତା’ପରେ ଲିଡ୍ ନେବା ଆରମ୍ଭ କରି ଦେଇଥିଲେ କାରୋଲିନା। ପ୍ରଥମ ବ୍ରେକ୍ ପୂର୍ବରୁ ସେ ୪ ପଏଣ୍ଟ ଲିଡ୍ ନେଇ ଯାଇଥିଲେ ଓ ସାଇନା ୭ ପଏଣ୍ଟରେ ରହିଥିବା ବେଳେ ସେ ୧୧ ପଏଣ୍ଟ ପାଇଥିଲେ। ସାଇନାଙ୍କ ଖରାପ ନିଷ୍ପତ୍ତି ଓ କିଛି ଡ୍ରପ୍ କାରୋଲିନାଙ୍କ ପାଇଁ ଖେଳ ଚାଲି ଯାଇଥିଲା କାରୋଳିନାଙ୍କ ହାତକୁ। ଆଉ ପ୍ରଥମ ଗେମରେ କାରୋଳିନା ୨୧-୧୬ ଗେମରେ ସାଇନାଙ୍କଠାରୁ ଆଗରେ ରହିଥିଲେ। ପ୍ରଥମ ଗେମରେ ପଛୁଆ ରହିବା ସତ୍ତ୍ୱେ ଦ୍ୱିତୀୟ ଗେମରେ ଭଲ ପ୍ରାରମ୍ଭ କରିଥିଲେ ସାଇନା। ପ୍ରାରମ୍ଭରେ ସେ ୫ ପଏଣ୍ଟ ଆଗରେ ରହିଥିଲେ। ତେବେ ବ୍ରେକ୍ ପରେ କାରୋଲିନା ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ଏହା ଶେଷରେ ୨୧-୧୯ରେ ଶେଷ ହୋଇଥିଲା ଏବଂ ସାଇନା ହାରି ଯାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପର ଫାଇନାଲରେ ପଶି ଇତିହାସ ରଚିଥିଲେ ସାଇନା। ପ୍ରଥମ ଭାରତୀୟ ଭାବେ ସେ ଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ସେ ୫ ଥର ଏହି ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରୁ ବିଦା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story