ବିଶ୍ୱକପ ପରାଜୟର ପ୍ରତିଶୋଧ ନେଲା ବାଂଲାଦେଶ, ୭୯ ରନରେ ହାରିଲା ଭାରତ

ମୀରପୁର : ମୀରପୁରରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ୭୯ ରନରେ ବାଂଲାଦଶଠାରୁ ହାରିଯାଇଛି ଟିମ ଇଣ୍ଡିଆ। ଆଉ ଏହା ସହିତ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇଛି ବାଂଲାଦେଶ। ବିଶ୍ୱକପରେ ଭାରତଠାରୁ କ୍ୱାଟର ଫାଇନାଲରେ ବାଂଲାଦେଶ ହାରିଯାଇଥିଲା। ଆଜି ବାଂଲାଦେଶ ୩୦୮ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିବାବେଳେ ଟିମ ଇଣ୍ଡିଆ ୪୬ ଓଭରରେ ମାତ୍ର ୨୨୮ ରନ କରି ଅଲ ଆଉଟ ହୋଇଯାଇଥିଲା। ଟସ […]

mustafizur-rahman-celeb

mustafizur-rahman-celeb

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 05:59 PM IST

Sports

Latest News

ମୀରପୁର : ମୀରପୁରରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ୭୯ ରନରେ ବାଂଲାଦଶଠାରୁ ହାରିଯାଇଛି ଟିମ ଇଣ୍ଡିଆ। ଆଉ ଏହା ସହିତ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇଛି ବାଂଲାଦେଶ। ବିଶ୍ୱକପରେ ଭାରତଠାରୁ କ୍ୱାଟର ଫାଇନାଲରେ ବାଂଲାଦେଶ ହାରିଯାଇଥିଲା।

ଆଜି ବାଂଲାଦେଶ ୩୦୮ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିବାବେଳେ ଟିମ ଇଣ୍ଡିଆ ୪୬ ଓଭରରେ ମାତ୍ର ୨୨୮ ରନ କରି ଅଲ ଆଉଟ ହୋଇଯାଇଥିଲା।

ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ୪୯ ଓଭର ୪ଟି ବଲ ଖେଳି ବାଂଲାଦେଶ ୧୦ ୱିକେଟ ହରାଇ ୩୦୭ ରନ କରିଥିଲା। ଦଳ ପକ୍ଷରୁ ତମୀମ୍ ଇକବାଲ୍ ୬୦,ସୌମ୍ୟ ସରକାର ୫୪, ସକିବ ଅଲ ହାସନ୍ ୪୧ ଓ ନସୀର ହୁସନ ୩୪ ରନ ସଂଗ୍ରହ କରିଥିଲେ। ଭାରତପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ୱିକେଟ ନେଇଥିବାବେଳେ ଭୁବନେଶ୍ୱର କୁମାର ଓ ଉମେଶ ଯାଦବ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ।

୩୦୮ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲେଇଥିବା ଭାରତର ପ୍ରମୁଖ ବ୍ୟାଟ୍ସମ୍ୟାନ ମାନେ ଫେଲ ମାରିଥିଲେ। ରୋହିତ ଶର୍ମା ୬୩ ଓ ସୁରେଶ ରୈନା ୪୦ରନ ସଂଗ୍ରହ କରିଥିଲେ। ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ୧୭୩ ରନ କରିଥିବା ଶିଖର ଧାୱନ ମାତ୍ର ୩୦ ରନ କରି ଆଉଟ ହୋଇଥିବାବେଳେ ବିରାଟ କୋହିଲି ୧ ଓ ଆଜିଙ୍କ୍ୟ ରାହେଣେ ୯ ରନ କରି ପ୍ୟାଭିଲିୟନକୁ ଫେରିଯାଇଥିଲେ। ସେହିପରି ଅଧିନାୟକ ଧୋନି ୭ଟି ବଲରେ ୫ ରନ କରି ଆଉଟ ହୋଇଯାଇଥିଲେ। ରବିନ୍ଦ୍ର ଜାଡେଜା ୩୨ ରନ କରି ଆଉଟ ହୋଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତଫିରଜୁର ରହମାନ ୫ଟି ୱିକେଟ ନେଇଥିବାବେଳେ ତସ୍କିନ ଅହମ୍ମଦ ୨ଟି ଏବଂ ମୋତାଜା ଓ ସକିବ ଅଲ ହାସନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story