ବିଶ୍ୱ ହକି ଲିଗ୍: ଆଜି ଭାରତ- ବେଲଜିୟମ ସେମି଼ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବିଶ୍ୱ ହକି ଲିଗର ଶୁକ୍ରବାର ଏକ ସେମିଫ।ଇନାଲ ମ୍ୟାଚରେ ଭାରତ ଆୟୋଜକ ବେଲଜିୟମକୁ ଭେଟିବ। କ୍ୱାର୍ଟର ଫ।ଇନାଲରେ ମାଲେସିଆକୁ ୩-୨ଗୋଲରେ ହରାଇବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି। ବେଲଜିୟମ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସର୍ଦ୍ଦାର ସିଂଙ୍କ ଦଳ ଆଶାବାଦୀ ଅଛନ୍ତି । ସେପଟେ ହୋମ୍ ଗ୍ରାଉଣ୍ଡରେ ଜୋରଦାର  ପ୍ରଦର୍ଶନ କରିବା ନେଇ ଆଶା ରଖିଛି ବେଲଜିୟମ୍ । ୨୦୧୪ରେ ଭାରତ ଏବଂ ବେଲଜିୟମ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇଥିଲା। […]

india-hockey-

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 09:24 AM IST

ନୂଆଦିଲ୍ଲୀ: ବିଶ୍ୱ ହକି ଲିଗର ଶୁକ୍ରବାର ଏକ ସେମିଫ।ଇନାଲ ମ୍ୟାଚରେ ଭାରତ ଆୟୋଜକ ବେଲଜିୟମକୁ ଭେଟିବ। କ୍ୱାର୍ଟର ଫ।ଇନାଲରେ ମାଲେସିଆକୁ ୩-୨ଗୋଲରେ ହରାଇବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି। ବେଲଜିୟମ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସର୍ଦ୍ଦାର ସିଂଙ୍କ ଦଳ ଆଶାବାଦୀ ଅଛନ୍ତି । ସେପଟେ ହୋମ୍ ଗ୍ରାଉଣ୍ଡରେ ଜୋରଦାର  ପ୍ରଦର୍ଶନ କରିବା ନେଇ ଆଶା ରଖିଛି ବେଲଜିୟମ୍ । ୨୦୧୪ରେ ଭାରତ ଏବଂ ବେଲଜିୟମ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଭାରତ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଦୁଇଟିରେ  ପରାଜିତ ହୋଇଥିଲା।

Related story