ବଲାଙ୍ଗିର: ରାଜ୍ୟସ୍ତରୀୟ ଟେବୁଲ୍ ଟେନିସ୍ ଟୁର୍ନାମେଣ୍ଟ୍ ଉଦଯାପିତ, ଖୋର୍ଦ୍ଧାର ଅନନ୍ୟା ଡବଲ୍ ଚାମ୍ପିୟନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ରାଜ୍ୟସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ପ୍ରଥମ ଥର ଲାଗି ଜିଲ୍ଲାରେ ହୋଇଥିବା ଏହି ଟୁର୍ନାମେଣ୍ଟରେ ଖୋର୍ଦ୍ଧାର ଅନନ୍ୟା ବାସାକ ଉଭୟ ମହିଳା ଓ ବାଳିକା ବର୍ଗରେ ଚାମ୍ପିୟନ ହୋଇ ଡବଲ ଟ୍ରଫି ହାସଲ କରିଛନ୍ତି।ପାଟଣା ଷ୍ଟେଟର ପୂର୍ବତନ ମହାରାଜ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିଲା ଏହି ଆର.ଏନ. ସିଂହଦେଓ ମେମୋରିଆଲ ରାଜ୍ୟସ୍ତରୀୟ ରାଙ୍କିଙ୍ଗ ଟୁର୍ନାମେଣ୍ଟ। ଗତ ୨୫ରୁ ୨୭ […]

bolangir

bolangir

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 05:14 AM IST

Sports

Latest News

bolangirବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ରାଜ୍ୟସ୍ତରୀୟ ଟେବୁଲ ଟେନିସ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ପ୍ରଥମ ଥର ଲାଗି ଜିଲ୍ଲାରେ ହୋଇଥିବା ଏହି ଟୁର୍ନାମେଣ୍ଟରେ ଖୋର୍ଦ୍ଧାର ଅନନ୍ୟା ବାସାକ ଉଭୟ ମହିଳା ଓ ବାଳିକା ବର୍ଗରେ ଚାମ୍ପିୟନ ହୋଇ ଡବଲ ଟ୍ରଫି ହାସଲ କରିଛନ୍ତି।ପାଟଣା ଷ୍ଟେଟର ପୂର୍ବତନ ମହାରାଜ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିଲା ଏହି ଆର.ଏନ. ସିଂହଦେଓ ମେମୋରିଆଲ ରାଜ୍ୟସ୍ତରୀୟ ରାଙ୍କିଙ୍ଗ ଟୁର୍ନାମେଣ୍ଟ। ଗତ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଟୁର୍ନାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୦ଟି ଇଭେଣ୍ଟ ହୋଇଥିଲା । ଏଥିରେ ରାଜ୍ୟର ୧୪ଟି ଜିଲ୍ଲାର ୧୪୦ ଟେବୁଲ ଟେନିସ୍ ଖଳାଳୀ ଅଂଶଗ୍ରହଣ କରିଥିଲେ । ମହିଳା ଏକକ ଫ।ଇନାଲରେ ଏ.ଜି. ଓଡିଶାର ପୌସଲି ଘାଟକ ଏବଂ କନିଷ୍ଠ ବାଳିକା ଫ।ଇନାଲରେ ଭୁବନେଶ୍ୱରର ସୂର୍ଯ୍ୟସ୍ମିତା ଅପରାଜିତାଙ୍କୁ ପରାସ୍ତ କରି ଅନନ୍ୟା ଡବଲ ଟ୍ରଫି ଜିତିଥିଲେ । ବଲାଙ୍ଗିର ଆୟୋଜିତ ଏହି ପ୍ରଥମ ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଯୋଗୁଁ ଆଗାମୀ ଦିନରେ ଜିଲ୍ଲାର ବହୁ ପିଲା ଟେବୁଲ୍ ଟେନିସ୍ କ୍ଷେତ୍ରକୁ ଆସିବେ ବୋଲି ଚାମ୍ପିୟନ  ଖେଳାଳୀମାନେ କହିଛନ୍ତି ।

ଆର.ଏନ. ସିଂଦେଓ ମେମୋରିଆଲ୍ ଷ୍ଟେଟ ଟେବୁଲ୍ ଟେନିସ୍ ଚାମ୍ପିୟନସିପର ଉଦଯାପନୀ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟଅତିଥି, ରାଜ୍ୟ ସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଜିଲ୍ଲାର କିଛି ବରିଷ୍ଠ କ୍ରୀଡାବିତଙ୍କୁ ସମ୍ମାନୀତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story