ରିଓ ଅଲିମ୍ପିକ୍‌ରୁ ବୋମ୍ବାଲ୍ୟା ଦେବୀ ଓ ଦୀପିକା କୁମାରୀ ବାଦ୍‌

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ଭାରତର ଦୀପିକା କୁମାରୀ ଓ ବୋମ୍ବାଲ୍ୟା ଦେବୀଙ୍କ ଅଭିଯାନ ଶେଷ ହୋଇଛି। ଆଜି ମେକ୍ସିକୋର ଏ.ଭାଲେନ୍‌ସିଆଙ୍କଠାରୁ ୧୦୨-୧୦୪ରେ ପରାସ୍ତ ହୋଇ ଭାରତର ତୀରନ୍ଦାଜ ବୋମ୍ବଲ୍ୟା ଦେବୀ ରିଓ ଅଲିମ୍ପିକ୍‌ରୁ ବାଦ୍‌ ପଡିଥିବା ବେଳେ ଦୀପିକା ତାଇପେଇର ଟିଙ୍ଗ ଟାନ୍‌ ୟାଙ୍କଠାରୁ ୮୦-୮୭ରେ ପରାଜିତ ହୋଇଛନ୍ତି। ବୋମ୍ବାଲ୍ୟା ଦେବୀ ୨୬-୨୮, ୨୩-୨୬, ୨୭-୨୮, ୨୩-୨୫ରେ ମେକ୍ସିକୋର ଭାଲେନ୍‌ସିଆଙ୍କଠାରୁ ପରାଜିତ ହୋଇଥିବା ବେଳେ ଦୀପିକା ୨୭-୨୮, ୨୬-୨୯ […]

bombalya debi

bombalya debi

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 07:31 PM IST

Sports

Latest News

deepika-kumariରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ ପ୍ରି-କ୍ୱାର୍ଟରରେ ଭାରତର ଦୀପିକା କୁମାରୀ ଓ ବୋମ୍ବାଲ୍ୟା ଦେବୀଙ୍କ ଅଭିଯାନ ଶେଷ ହୋଇଛି। ଆଜି ମେକ୍ସିକୋର ଏ.ଭାଲେନ୍‌ସିଆଙ୍କଠାରୁ ୧୦୨-୧୦୪ରେ ପରାସ୍ତ ହୋଇ ଭାରତର ତୀରନ୍ଦାଜ ବୋମ୍ବଲ୍ୟା ଦେବୀ ରିଓ ଅଲିମ୍ପିକ୍‌ରୁ ବାଦ୍‌ ପଡିଥିବା ବେଳେ ଦୀପିକା ତାଇପେଇର ଟିଙ୍ଗ ଟାନ୍‌ ୟାଙ୍କଠାରୁ ୮୦-୮୭ରେ ପରାଜିତ ହୋଇଛନ୍ତି।

ବୋମ୍ବାଲ୍ୟା ଦେବୀ ୨୬-୨୮, ୨୩-୨୬, ୨୭-୨୮, ୨୩-୨୫ରେ ମେକ୍ସିକୋର ଭାଲେନ୍‌ସିଆଙ୍କଠାରୁ ପରାଜିତ ହୋଇଥିବା ବେଳେ ଦୀପିକା ୨୭-୨୮, ୨୬-୨୯ ଓ ୨୭-୩୦ରେ ତାଇପେଇ ପ୍ରତିଯୋଗିତାଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଏ ଦୁହିଁଙ୍କ ପରାଜୟ ପରେ ରିଓ ଅଲିମ୍ପିକ୍‌ରେ ଭାରତର ମହିଳା ବର୍ଗ ତୀରନ୍ଦାଜଙ୍କ ଅଭିଯାନ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story