କଲମ୍ବୋ ଟେଷ୍ଟ: ଦ୍ୱିତୀୟ ଦିବସରେ ବି ବର୍ଷା ବାଧକ

କଲମ୍ବୋ: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପ୍ରଥମ ଦିବସରେ ମାତ୍ର ୩୬.୩ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଆଜି ୨୯.୩ ଓଭର ଖେଳାଯାଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬୬ ଓଭରରେ ୬ ୱିକେଟ୍ ହରାଇ ୧୪୪ ରନ୍ କରିଛି। ମ୍ୟାଚର ପ୍ରଥମ ସେସନ୍ ଅର୍ଥାତ୍ ମଧ୍ୟାହ୍ନ ଭୋଜନ ପରେ ବର୍ଷା ଲଗାତାର ଜାରି […]

boult

boult

Ranjit Kumar Jena
  • Published: Friday, 23 August 2019
  • Updated: 23 August 2019, 05:36 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପ୍ରଥମ ଦିବସରେ ମାତ୍ର ୩୬.୩ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଆଜି ୨୯.୩ ଓଭର ଖେଳାଯାଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬୬ ଓଭରରେ ୬ ୱିକେଟ୍ ହରାଇ ୧୪୪ ରନ୍ କରିଛି। ମ୍ୟାଚର ପ୍ରଥମ ସେସନ୍ ଅର୍ଥାତ୍ ମଧ୍ୟାହ୍ନ ଭୋଜନ ପରେ ବର୍ଷା ଲଗାତାର ଜାରି ରହିଥିଲା, ଯେଉଁକାରଣରୁ ଆଉ ଖେଳ ସମ୍ଭବ ହୋଇନଥିଲା।

ଶୁକ୍ରବାର ଶ୍ରୀଲଙ୍କା ତା'ର ପୂର୍ବଦିନର ସ୍କୋର ୮୫/୨ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ଦିମୁତ କରୁଣାରତ୍ନେ ଅର୍ଦ୍ଧଶଥକ ମାରିଥିବା ବେଳେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍ (୨) ନିରାଶ କରିଥିଲେ। ଦଳର ସ୍କୋର ୯୩ ଥିବା ବେଳେ ମାଥ୍ୟୁସଙ୍କୁ ଟ୍ରେଣ୍ଟ ବୋଲ୍ଟ ପ୍ୟାଭିଲିୟନ୍ ପଠାଇଥିଲେ। ସେହି ଓଭରର ପଞ୍ଚମ ବଲରେ ବୋଲ୍ଟ କୁଶଲ ପରେରାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍ କରି ଶ୍ରୀଲଙ୍କାକୁ ଡବଲ୍ ଝଟକା ଦେଇଥିଲେ।

ତେବେ ଏହା ପରେ କରୁଣାରତ୍ନେ ଓ ଧନଞ୍ଜୟ ଡି'ସିଲଭା ପଞ୍ଚମ ୱିକେଟ୍ ପାଇଁ ୩୭ ରନର ଭାଗୀଦାରୀ କରିଥିଲେ। କରୁଣାରତ୍ନେ ବ୍ୟକ୍ତିଗତ ୬୫ ରନ୍ କରି ଟିମ୍ ସାଉଦିଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ହେବାର ଦୁଇଟି ବଲ୍ ପରେ ସାଉଦି ଘରୋଇ ଦଳର ୱିକେଟକିପର ନିରୋଶାନ୍ ଡିକୱେଲା ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ। ଧନଞ୍ଜୟ ଓ କୁଶଲ ପରେରା ବ୍ୟାଟିଂ ଜାରି ରଖିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ ୩୨ ଓ ପରେରା ୫ ରନରେ ଅପରାଜିତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସାଉଦି ଓ ବୋଲ୍ଟ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story