ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟ ସବ୍-ଜୁନିୟର ବକ୍ସିଂ ଚାମ୍ପିୟନସିପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନଥିଲା ଜାତୀୟ ସ୍ତରର ବକ୍ସିଂରେ ରାଜ୍ୟର ସୁନାମ ରହିଥିଲା। କିଛି ବର୍ଷ ହେଲା ଆସୋସିଏସନ କର୍ମକର୍ତ୍ତାଙ୍କ ଅପରାଗତା ଯୋଗୁଁ ରାଜ୍ୟ ବକ୍ସିଂ ଲୋପ ପାଇବାକୁ ବସିଥିଲା। ଏବେ ପୁଣି ରାଜ୍ୟରେ ବକ୍ସିଂର ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡିଛି ବକ୍ସିଂ ଓଡ଼ିଶା। ତୃଣମୂଳ ସ୍ତରରୁ ବକ୍ସିଂର ହେବ ପୁନଃରୁଦ୍ଧାର। ଏଥିପାଇଁ ଭୁବନେଶ୍ୱର କେଦାରଗୌରୀଠାରେ ଆରମ୍ଭ ହୋଇଛି ରାଜ୍ୟ ସବ୍-ଜୁନିୟର ବକ୍ସିଂ ଚାମ୍ପିୟନସିପ। ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୫ ଜଣ ପ୍ରତିଯୋଗୀ ଭାଗନେଇଛନ୍ତି। ଉଭୟ ବାଳକ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନଥିଲା ଜାତୀୟ ସ୍ତରର ବକ୍ସିଂରେ ରାଜ୍ୟର ସୁନାମ ରହିଥିଲା। କିଛି ବର୍ଷ ହେଲା ଆସୋସିଏସନ କର୍ମକର୍ତ୍ତାଙ୍କ ଅପରାଗତା ଯୋଗୁଁ ରାଜ୍ୟ ବକ୍ସିଂ ଲୋପ ପାଇବାକୁ ବସିଥିଲା। ଏବେ ପୁଣି ରାଜ୍ୟରେ ବକ୍ସିଂର ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡିଛି ବକ୍ସିଂ ଓଡ଼ିଶା।
ତୃଣମୂଳ ସ୍ତରରୁ ବକ୍ସିଂର ହେବ ପୁନଃରୁଦ୍ଧାର। ଏଥିପାଇଁ ଭୁବନେଶ୍ୱର କେଦାରଗୌରୀଠାରେ ଆରମ୍ଭ ହୋଇଛି ରାଜ୍ୟ ସବ୍-ଜୁନିୟର ବକ୍ସିଂ ଚାମ୍ପିୟନସିପ। ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୫ ଜଣ ପ୍ରତିଯୋଗୀ ଭାଗନେଇଛନ୍ତି। ଉଭୟ ବାଳକ ଓ ବାଳିକା ବର୍ଗରେ ୮ଟି ଓଜନ ବର୍ଗରେ ପ୍ରତିଯୋଗିତା ହେଉଛି।
ସବ-ଜୁନିୟର ପ୍ରତିୟୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଜାତୀୟ ବକ୍ସିଂ ଚାମ୍ପିୟନସିପରେ ରାଜ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରିବେ। ସେପଟେ ନିରାଶ ହୋଇ ବକ୍ସିଂରୁ ଦୂରେଇ ଯାଇଥିବା ବକ୍ସର ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story