ବ୍ରିସବେନରେ ହେବ ୨୦୩୨ ଅଲିମ୍ପିକ୍ସ

ଟୋକିଓ: ୨୦୩୨ ଅଲିମ୍ପିକ୍ସର ଆୟୋଜନ କେଉଁଠି ହେବ, ତାର ଚୟନ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)। ଅଷ୍ଟ୍ରେଲିଆର ବ୍ରିସବେନ୍ ସହରରେ ୨୦୩୨ ଅଲିମ୍ପିକ୍ସର ଆୟୋଜନ ହେବ। ବ୍ରିସବେନ୍ ବିରୋଧରେ କୌଣସି ସହର ଦାବିବାର ପାଇଁ ପ୍ରସ୍ତାବ ଦେଇନାହାନ୍ତି। ଯାହା ଫଳରେ ଅଷ୍ଟ୍ରେଲିଆର ଏହି ସହରକୁ ସର୍ବସମ୍ମତିକ୍ରମେ ଆୟୋଜନର ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ମେଲବର୍ଣ୍ଣରେ ୧୯୫୬ରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରାଯାଇଥିଲା। ଏହା ପରେ ୨୦୦୦ ମସିହାରେ ସିଡନୀରେ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ହୋଇଥିଲା। […]

olympics-2032

olympics-2032

Ranjit Kumar Jena
  • Published: Wednesday, 21 July 2021
  • Updated: 21 July 2021, 06:57 PM IST

Sports

Latest News

ଟୋକିଓ: ୨୦୩୨ ଅଲିମ୍ପିକ୍ସର ଆୟୋଜନ କେଉଁଠି ହେବ, ତାର ଚୟନ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)। ଅଷ୍ଟ୍ରେଲିଆର ବ୍ରିସବେନ୍ ସହରରେ ୨୦୩୨ ଅଲିମ୍ପିକ୍ସର ଆୟୋଜନ ହେବ। ବ୍ରିସବେନ୍ ବିରୋଧରେ କୌଣସି ସହର ଦାବିବାର ପାଇଁ ପ୍ରସ୍ତାବ ଦେଇନାହାନ୍ତି। ଯାହା ଫଳରେ ଅଷ୍ଟ୍ରେଲିଆର ଏହି ସହରକୁ ସର୍ବସମ୍ମତିକ୍ରମେ ଆୟୋଜନର ଦାୟିତ୍ୱ ମିଳିଛି।

ଏହା ପୂର୍ବରୁ ମେଲବର୍ଣ୍ଣରେ ୧୯୫୬ରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରାଯାଇଥିଲା। ଏହା ପରେ ୨୦୦୦ ମସିହାରେ ସିଡନୀରେ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ହୋଇଥିଲା। ଏବେ ପୁଣିଥରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ୍ସ ଆୟୋଜନର ବଡ଼ ଦାୟିତ୍ୱ ମିଳିଛି। ଏହାକୁ ମିଶାଇ ଅଷ୍ଟ୍ରେଲିଆକୁ ତିନିଥର ଅଲିମ୍ପିକ୍ସ ଆୟୋଜନର ସୌଭାଗ୍ୟ ମିଳିଛି। ଅଷ୍ଟ୍ରେଲିଆ ଦୁନିଆର ଦ୍ୱିତୀୟ ଦେଶ ଭାବେ ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଅଧିକାର ପାଇଛି। ଏହା ପୂର୍ବରୁ ଆମେରିକାର ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ ପାଇଁ ସୁଯୋଗ ମିଳିଛି।

Australia's Brisbane city to host 2032 Olympic and Paralympic games

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ନିଜ କାର୍ଯ୍ୟାଳୟରୁ ଆଇଓସିର ଭୋଟରଙ୍କ ସହ ୧୧ ମିନିଟ୍ ଧରି ଲାଇଭ୍ ଭିଡିଓ ଲିଙ୍କରେ କଥା ହୋଇଥିଲେ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ କହିଥିଲା, ଏହା କେବଳ ବ୍ରିସବେନ୍ ଓ କୁଇନ୍ସଲ୍ୟାଣ୍ଡ ପାଇଁ ଐତିହାସିକ ନୁହେଁ ବରଂ ପୂରା ଦେଶ ପାଇଁ ଐତିହାସିକ କ୍ଷଣ। ଅଷ୍ଟ୍ରେଲିଆର ସଫଳ କ୍ରୀଡ଼ାର ଆୟୋଜନ ପାଇଁ କ'ଣ କରିବା ଦରକାର, ତାହା ଆମକୁ ଜଣା।

Brisbane Wins Right to Host 2032 Olympics

ବ୍ରିସବେନ ପୂର୍ବରୁ ୨୦୨୮ରେ ଲସ୍ ଆଞ୍ଜେଲିସ୍ ଓ ୨୦୨୪ରେ ପ୍ୟାରିସରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ହେବ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ କ୍ରୀଡ଼ାର ମାସକ ପୂର୍ବରୁ ହିଁ ଅଷ୍ଟ୍ରେଲିଆର ପୂର୍ବାଞ୍ଚଳରେ ଅବସ୍ଥିତ ଏହି ସହରକୁ ଅଲିମ୍ପିକ୍ସ ଆୟୋଜନ ପାଇଁ ରାସ୍ତା ସ୍ପଷ୍ଟ ହୋଇଥିଲା। ଆଇଓସି ଫେବୃଆରୀରେ ବ୍ରିସବେନକୁ ଆଲୋଚନା ପାଇଁ ବିଶେଷ ଅଧିକାର ଦେଇଥିଲା।

୨୦୩୨ ଅଲିମ୍ପିକ୍ସ ପାଇଁ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ, ଚାଇନା, କାତାରର ଦୋହା ଏବଂ ଜର୍ମାନୀର ରୁହର୍ ଭ୍ୟାଲୀ ଆଗ୍ରହ ଦେଖାଇଥିଲେ। କିନ୍ତୁ ଆଇଓସିର ନୂଆ ପ୍ରକ୍ରିୟା ଆଧାରରେ ବ୍ରିସବେନକୁ ହିଁ ଏଥିପାଇଁ ଅଗ୍ରାଧୀକାର ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story