ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍: ପ୍ରଣୀତ ଓ ପ୍ରଣୟଙ୍କ ବିଜୟ ଅଭିଯାନ

ବାସେଲ୍: ସ୍ୱିଜରଲ୍ୟାଣ୍ଡର ବେସେଲରେ ଆଜିଠାରୁ ଆରମ୍ଭ ହୋଇଛି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପ୍। ପ୍ରଥମ ଦିବସରେ ଭାରତର ବି. ସାଇ ପ୍ରଣୀତ ଓ ଏଚଏସ୍ ପ୍ରଣୟ ନିଜ ନିଜର ସିଙ୍ଗଲ୍ସ ମୁକାବିଲା ଜିତି ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଛନ୍ତି। ବିଶ୍ୱର ୧୯ ନମ୍ବର ଖେଳାଳି ପ୍ରଣୀତ ପ୍ରଥମ ରାଉଣ୍ଡରେ ନିଜଠାରୁ ନିମ୍ନ ରାଙ୍କ ବିଶିଷ୍ଟ କ୍ୟାନାଡା ଖେଳାଳି ଜେସନ୍ ଆନ୍ଥୋନୀଙ୍କୁ ୨୧-୧୭, ୨୧-୧୬ ଗେମରେ ପରାସ୍ତ କରିଛନ୍ତି। ନିକଟରେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଣୀତ […]

badminton

badminton

Ranjit Kumar Jena
  • Published: Monday, 19 August 2019
  • Updated: 19 August 2019, 06:30 PM IST

Sports

Latest News

ବାସେଲ୍: ସ୍ୱିଜରଲ୍ୟାଣ୍ଡର ବେସେଲରେ ଆଜିଠାରୁ ଆରମ୍ଭ ହୋଇଛି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପ୍। ପ୍ରଥମ ଦିବସରେ ଭାରତର ବି. ସାଇ ପ୍ରଣୀତ ଓ ଏଚଏସ୍ ପ୍ରଣୟ ନିଜ ନିଜର ସିଙ୍ଗଲ୍ସ ମୁକାବିଲା ଜିତି ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ହାସଲ କରିଛନ୍ତି।

ବିଶ୍ୱର ୧୯ ନମ୍ବର ଖେଳାଳି ପ୍ରଣୀତ ପ୍ରଥମ ରାଉଣ୍ଡରେ ନିଜଠାରୁ ନିମ୍ନ ରାଙ୍କ ବିଶିଷ୍ଟ କ୍ୟାନାଡା ଖେଳାଳି ଜେସନ୍ ଆନ୍ଥୋନୀଙ୍କୁ ୨୧-୧୭, ୨୧-୧୬ ଗେମରେ ପରାସ୍ତ କରିଛନ୍ତି। ନିକଟରେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଣୀତ ଏହି ମୁକାବିଲାକୁ ମାତ୍ର ୩୯ ମିନିଟରେ ହିଁ ଜିତି ନେଇଥିଲେ। ଦ୍ୱିତୀୟ ରାଉଣ୍ଡରେ ତାଙ୍କର ସାମ୍ନା ଦକ୍ଷିଣ କୋରିଆର ଲି ଡଙ୍ଗ କିଉନ୍ ଓ ଅଷ୍ଟ୍ରେଲିଆର ଡାନିଏଲ୍ ଫ୍ୟାନଙ୍କ ମଧ୍ୟରେ ହେବାକୁଥିବା ପ୍ରଥମ ରାଉଣ୍ଡ ମ୍ୟାଚର ବିଜେତାଙ୍କ ସହ ହେବ।

ସେହିପରି ଭାରତର ଅନ୍ୟତମ ତାରକା ପ୍ରଣୟ ପ୍ରଥମ ରାଉଣ୍ଡରେ ଫିନଲ୍ୟାଣ୍ଡର ଇତୁ ହେନୋଙ୍କୁ ୧୭-୨୧, ୨୧-୧୦, ୨୧-୧୧ ଗେମରେ ହରାଇଛନ୍ତି। ଏହି ମ୍ୟାଚ୍ ଜିତିବା ପାଇଁ ପ୍ରଣୟଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଣୟ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ଗେମ୍ ହାରିଯାଇଥିଲେ। କିନ୍ତୁ ଏହା ପରେ ପ୍ରଣୟ ପୂରା ଦମ୍ ଲଗାଇ ଦେଇଥିଲେ ଏବଂ ପରବର୍ତ୍ତୀ ଦୁଇଟି ଗେମକୁ ସହଜରେ ଜିତି ନେଇଥିଲେ।

ମହିଳା ଡବଲ୍ସରେ ଭାରତର ମେଘନା ଜାକ୍କାମ୍ପୁଡି ଓ ଏସ୍ ପୂର୍ଭିଶା ରାମ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଡ଼ି ପ୍ରଥମ ରାଉଣ୍ଡରେ ଗୁଏତମାଲା ଯୋଡ଼ି ଡାଏନା କର୍ଲେଟୋ ସୋତୋ ଏବଂ ନିକଟେ ଆଲେକଜାଣ୍ଡ୍ରା ସୋତୋମେୟରଙ୍କୁ ୨୧-୧୦, ୨୧-୧୮ ଗେମରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story