ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍: ବିପର୍ଯ୍ୟୟ ଘଟାଇଲେ ପ୍ରଣୟ

ବାସେଲ୍: ଭାରତୀୟ ଶଟଲର୍ ଏଚଏସ୍ ପ୍ରଣୟ ଲଣ୍ଡନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଲିନ୍ ଡାନଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ଚଳିତ ବିଶ୍ୱ ଚାମ୍ପିୟନଶିପରେ ବଡ଼ ବିପର୍ଯ୍ୟୟ ଘଟାଇବା ସହ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ଅଣସିଡ୍ ପ୍ରଣୟ ୨୧-୧୧, ୧୩-୨୧, ୨୧-୭ ଗେମରେ ୧୧ତମ ସିଡ୍ ଲିନ୍ ଡାନଙ୍କୁ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ୫ଟି ମୁକାବିଲାରେ ଏହା ପ୍ରଣୟଙ୍କ […]

pranoy

pranoy

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 06:41 PM IST

Sports

Latest News

ବାସେଲ୍: ଭାରତୀୟ ଶଟଲର୍ ଏଚଏସ୍ ପ୍ରଣୟ ଲଣ୍ଡନ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଲିନ୍ ଡାନଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ଚଳିତ ବିଶ୍ୱ ଚାମ୍ପିୟନଶିପରେ ବଡ଼ ବିପର୍ଯ୍ୟୟ ଘଟାଇବା ସହ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ଅଣସିଡ୍ ପ୍ରଣୟ ୨୧-୧୧, ୧୩-୨୧, ୨୧-୭ ଗେମରେ ୧୧ତମ ସିଡ୍ ଲିନ୍ ଡାନଙ୍କୁ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ୫ଟି ମୁକାବିଲାରେ ଏହା ପ୍ରଣୟଙ୍କ ତୃତୀୟ ବିଜୟ। ତେବେ ଜୁନରେ ଆୟୋଜିତ ଅଷ୍ଟ୍ରେଲିଆନ୍ ଓପନରେ ଲିନ୍ ଡାନ୍ ପ୍ରଣୟଙ୍କୁ ହରାଇଥିଲେ। ପ୍ରି-କ୍ୱାର୍ଟରଫାଇନାଲରେ ପ୍ରଣୟଙ୍କ ସାମ୍ନା ଜାପାନର ଟପ୍ ସିଡ୍ କେଣ୍ଟୋ ମୋମୋତା କିମ୍ବା ସ୍ପେନର ଲୁଇସ୍ ଏନରିକ୍ ପେନାଲଭରଙ୍କ ମଧ୍ୟରେ ହେବାକୁଥିବା ମ୍ୟାଚର ବିଜେତାଙ୍କ ସହ ହେବ।

ପ୍ରଣୟ ପ୍ରଥମ ଗେମରେ ଦମଦାର ଶୁଭାରମ୍ଭ କରି ୧୦-୫ର ଅଗ୍ରଣୀ ହାସଲ କରିଥିଲେ ଏବଂ ଏହା ପରେ ସେ ନିଜ ଅଗ୍ରଣୀକୁ ୧୯-୧୧ରେ ପହଞ୍ଚାଇଥିଲେ, ଯାହା ପରେ ତାଙ୍କୁ ଗେମ୍ ଜିତିବାରେ ବିଶେଷ ଅସୁବିଧା ହୋଇନଥିଲା। ତେବେ ୨୦୦୮ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଲିନ୍ ଡାନ୍ ଦ୍ୱିତୀୟ ଗେମରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ।

ଦ୍ୱିତୀୟ ଗେମ୍ ଏକ ସମୟରେ ୫-୫ରେ ବରାବର ସ୍ଥିତିରେ ଥିଲା, କିନ୍ତୁ ଏହା ପରେ ଲିନ୍ ଡାନ୍ ପ୍ରଣୟଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହିପରି ଭାବେ ଲିନ୍ ଡାନ୍ ଦ୍ୱିତୀୟ ଗେମକୁ ୨୧-୧୩ରେ ଜିତି ନେଇଥିଲେ । ପ୍ରଣୟଙ୍କୁ ତୃତୀୟ ଗେମ୍ ଜିତିବା ପାଇଁ କୌଣସି ସମସ୍ୟା ହୋଇନଥିଲା। ସେ ନିର୍ଣ୍ଣାୟକ ଗେମକୁ ୨୧-୭ରେ ସହଜରେ ଜିତି ମ୍ୟାଚକୁ କବଜା କରିଥିଲେ।

ଉହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ ଚାଇନିଜ୍ ତାଇପେଇର ଚାଙ୍ଗ ଚିଙ୍ଗ୍ ହୁଇ ଏବଂ ୟାଙ୍ଗ୍ ଚିଙ୍ଗ ତୁନଙ୍କଠାରୁ ୱାକଓଭର୍ ପାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଭାରତୀୟ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ଚୀନ୍ ଯୋଡ଼ି ଡୁ ୟୁଇ ଏବଂ ଲିନ୍ ୟିନ୍ ହୁଇଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story