କଟକ: ସଚିନ ତେନ୍ଦୁଲକର ଇଣ୍ତୋର ହଲରେ ଆରମ୍ଭ ହେଲା ଟେବୁଲ ଟେନିସ୍ ଚାମ୍ପିୟନସିପ୍

କଟକ: କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସଚିନ ତେନ୍ଦୁଲକର ଇଣ୍ତୋର ହଲରେ ଆରମ୍ଭ ହୋଇଛି ୨୩ତମ ୱାଜିଟିଏ ଅଲ୍ ଓଡିଶା ଓପନ୍ ଟେବୁଲ ଟେନିସ ଚାମ୍ପିୟନସିପ୍। ଏଥିସହ ଅଲ୍ ଓଡିଶା ଅନ୍ତଃସ୍କୁଲ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ମଧ୍ୟ ଆରମ୍ଭ ହୋଇଛି। ଏହାକୁ ଉଦଘାଟନ କରିଥିଲେ ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା। ଏହି ଚାମ୍ପିୟନସିପରେ ୩୧ଟି ସ୍କୁଲ ଓ ୧୫ଟି ଜିଲ୍ଲା ଟିମ୍ ଏବଂ ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। ସ୍କୁଲ ସ୍ତରରେ ୯୫ ଜଣ […]

ctc

ctc

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 02:11 AM IST

Sports

Latest News

କଟକ: କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସଚିନ ତେନ୍ଦୁଲକର ଇଣ୍ତୋର ହଲରେ ଆରମ୍ଭ ହୋଇଛି ୨୩ତମ ୱାଜିଟିଏ ଅଲ୍ ଓଡିଶା ଓପନ୍ ଟେବୁଲ ଟେନିସ ଚାମ୍ପିୟନସିପ୍। ଏଥିସହ ଅଲ୍ ଓଡିଶା ଅନ୍ତଃସ୍କୁଲ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ମଧ୍ୟ ଆରମ୍ଭ ହୋଇଛି। ଏହାକୁ ଉଦଘାଟନ କରିଥିଲେ ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ଆଶୀର୍ବାଦ ବେହେରା। ଏହି ଚାମ୍ପିୟନସିପରେ ୩୧ଟି ସ୍କୁଲ ଓ ୧୫ଟି ଜିଲ୍ଲା ଟିମ୍ ଏବଂ ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। ସ୍କୁଲ ସ୍ତରରେ ୯୫ ଜଣ ଏବଂ ଓପନ୍ ବର୍ଗରେ ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଚାମ୍ପିୟନସିପ ୩ ଦିନ ଧରି ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story