ନିର୍ଦ୍ଧାରିତ ସମୟରେ ହେବ ଟୋକିଓ ଅଲିମ୍ପିକ୍ସ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ବର୍ତ୍ତମାନ କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛି। ଏଭଳି ସ୍ଥିତିରେ ଏହି ଭାଇରସ୍ ଏବେ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପକାଇଛି। କରୋନା ଭାଇରସର ଭୟ ମଧ୍ୟରେ ଚଳିତବର୍ଷ ଜୁଲାଇ ମାସରେ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଜାପାନର ରାଜଧାନୀ ଟୋକିଓ ସହରରେ ଆୟୋଜିତ ହେବ। ତେବେ ଏଭଳି ଏକ ସଙ୍କଟପୂର୍ଣ୍ଣ ସ୍ଥିତିରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜିତ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଛି। ଏପରିକି ଆମେରିକା […]

olympics

olympics

Ranjit Kumar Jena
  • Published: Saturday, 14 March 2020
  • Updated: 14 March 2020, 09:18 PM IST

Sports

Latest News

ଟୋକିଓ: ବର୍ତ୍ତମାନ କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛି। ଏଭଳି ସ୍ଥିତିରେ ଏହି ଭାଇରସ୍ ଏବେ କ୍ରୀଡ଼ା ଜଗତ ଉପରେ ପ୍ରଭାବ ପକାଇଛି। କରୋନା ଭାଇରସର ଭୟ ମଧ୍ୟରେ ଚଳିତବର୍ଷ ଜୁଲାଇ ମାସରେ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ଜାପାନର ରାଜଧାନୀ ଟୋକିଓ ସହରରେ ଆୟୋଜିତ ହେବ। ତେବେ ଏଭଳି ଏକ ସଙ୍କଟପୂର୍ଣ୍ଣ ସ୍ଥିତିରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜିତ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଛି।

ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଟ୍ରମ୍ପଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି ଏବଂ ଅଲିମ୍ପିକ୍ସର ଆୟୋଜନକୁ ନେଇ ତାଙ୍କ ଦେଶ ପ୍ରସ୍ତୁତ ଥିବା କହିଛନ୍ତି। ଶିଞ୍ଜୋ କହିଛନ୍ତି, ଅଲିମ୍ପିକ୍ସର ଆୟୋଜନ ନିର୍ଦ୍ଧାରିତ ସମୟରେ ହିଁ ହେବ।

କରୋନା କାରଣରୁ ସାରା ବିଶ୍ୱରେ ୧ଲକ୍ଷ ୪୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଥିରେ ୫ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ଆବେ ଏହି ଭାଇରସ୍ କାରଣରୁ ନିଜ ଦେଶରେ 'ଆପାତ୍ତକାଳୀନ ପରିସ୍ଥିତି' ଘୋଷଣା କରିବାକୁ ରାଜି ନାହାନ୍ତି। ସେ କହିଛନ୍ତି, ଜାପାନ ଯୋଜନା ମୁତାବକ ଜୁଲାଇରେ ହିଁ ଏହି କ୍ରୀଡ଼ାର ଆୟୋଜନ କରିବ। ଆମେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କୌଣସି ଜବାବ ଦେବୁ। ଆମେ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ବିନା କୌଣସି ସମସ୍ୟାରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁଛୁ।

ଆୟୋଜକ, ଜାପାନ ସରକାରଙ୍କ ଅଧିକାରୀ ଏବଂ ଆଇଓସି କହିଛି ଯେ ବର୍ତ୍ତମାନ ଅଲିମ୍ପିକ୍ସ ପ୍ରସ୍ତୁତି ସଠିକ୍ ଦିଶାରେ ଚାଲିଛି ଏବଂ ଏହାକୁ ସ୍ଥଗିତ କିମ୍ବା ବାତିଲ କରାଯିବ ନାହିଁ । ଟ୍ରମ୍ପଙ୍କ ପ୍ରସ୍ତାବ ପରେ ଆବେ ତାଙ୍କ ସହ ଫୋନରେ କଥା ହୋଇଥିଲେ। କିନ୍ତୁ ଆବେ ଟ୍ରମ୍ପଙ୍କ ସହ ଅଲିମ୍ପିକ୍ସକୁ ସ୍ଥଗିତ କରିବା ନେଇ କୌଣସି ଆଲୋଚନା କରିନାହାନ୍ତି। ସୂଚନାଯୋଗ୍ୟ, ଜାପାନରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଥିରେ ୨୧ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story