କୋହଲିଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ: ପଡ଼ିଆରେ ପଶି ଅଧିନାୟକ ବିରାଟ କୋହଲିଙ୍କ ସହ ସେଲ୍‌ଫି ନେଇଥିବା ଓ ତାଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୁଲିସ୍ କହିଛି, ଏହି ଯୁବକଙ୍କ ନାଁ ମହମ୍ମଦ ଖାନ୍ (୧୯)। ତାଙ୍କ ଘର ଆନ୍ଧ୍ର ପ୍ରଦେଶର କଡ଼ପା ଜିଲ୍ଲାରେ। ହାଇଦ୍ରାବାଦରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଗତକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମହମ୍ମଦ ସୁରକ୍ଷାବଳୟ ଭାଙ୍ଗି ପଡ଼ିଆ ଭିତରକୁ […]

cricket

cricket

Jitendra Garnayak
  • Published: Saturday, 13 October 2018
  • Updated: 13 October 2018, 11:43 AM IST

Sports

Latest News

ହାଇଦ୍ରାବାଦ: ପଡ଼ିଆରେ ପଶି ଅଧିନାୟକ ବିରାଟ କୋହଲିଙ୍କ ସହ ସେଲ୍‌ଫି ନେଇଥିବା ଓ ତାଙ୍କୁ ଚୁମା ଦେବାକୁ ଉଦ୍ୟମ କରିଥିବା ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି।

ପୁଲିସ୍ କହିଛି, ଏହି ଯୁବକଙ୍କ ନାଁ ମହମ୍ମଦ ଖାନ୍ (୧୯)। ତାଙ୍କ ଘର ଆନ୍ଧ୍ର ପ୍ରଦେଶର କଡ଼ପା ଜିଲ୍ଲାରେ।

ହାଇଦ୍ରାବାଦରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଗତକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ମହମ୍ମଦ ସୁରକ୍ଷାବଳୟ ଭାଙ୍ଗି ପଡ଼ିଆ ଭିତରକୁ ପଶି ଥିଲେ ଓ କୋହଲିଙ୍କ ନିକଟରେ ପହଞ୍ଚି ଯାଇଥିଲେ। ସେ କୋହଲିଙ୍କ ସହ ସେଲ୍‌ଫି ନେଇଥିଲେ ଓ ତା’ସହିତ ତାଙ୍କୁ କୋଳେଇ ଚୁମା ଦେବାକୁ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀମାନେ ଆସି ତାଙ୍କୁ ପଡ଼ିଆ ବାହାରକୁ ନେଇଥିଲେ।

mohmmadମ୍ୟାଚ୍‌ର ୧୫ତମ ଓଭରରେ ଏହା ଘଟିଥିଲା। ସେଥିପାଇଁ ମ୍ୟାଚ୍‌କୁ ଆଗେଇ ନେବାରେ ଟିକେ ବିଳମ୍ବ ହୋଇଥିଲା।

ଏ ଘଟଣାକୁ ନେଇ କୋହଲି ଖୁସି ନଥିଲେ। ଡ୍ରିଙ୍କ୍ ବେଳେ ସୁରକ୍ଷାକର୍ମୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ଗୁଜରାଟର ରାଜକୋଟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ବେଳେ ବି ଏମିତି ସ୍ଥିତି ଦେଖିବାକୁ ମିଳିଥିଲା। ଦୁଇ ଜଣ ଯୁବକ ପଡ଼ିଆ ମଝିକୁ ଆସି କୋହଲିଙ୍କ ସହିତ ସେଲ୍‌ଫି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story