ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଗେମ୍ସରେ ଭାରତ ପାଇଁ ଦୁଇ ଥର ମେଡାଲ ଜିତି ଥିବା ମଲ୍ଲଯୋଦ୍ଧା ସୁଶୀଲ କୁମାର ଓ ତାଙ୍କର କିଛି ସମର୍ଥକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ସୁଶୀଲଙ୍କ ସମର୍ଥକମାନେ ମଲ୍ଲଯୋଦ୍ଧା ପ୍ରବୀଣ ରାଣାଙ୍କ ସମର୍ଥକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ସୁଶୀଲ ଓ ପ୍ରବୀଣଙ୍କ ମ୍ୟାଚ୍ ଶେଷ ହେବା ପରେ ଏହି ଘଟଣା ଘଟିଥିଲା। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦୁଇ […]

sushilk

sushilk

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 01:09 PM IST

Sports

Latest News

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଗେମ୍ସରେ ଭାରତ ପାଇଁ ଦୁଇ ଥର ମେଡାଲ ଜିତି ଥିବା ମଲ୍ଲଯୋଦ୍ଧା ସୁଶୀଲ କୁମାର ଓ ତାଙ୍କର କିଛି ସମର୍ଥକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ସୁଶୀଲଙ୍କ ସମର୍ଥକମାନେ ମଲ୍ଲଯୋଦ୍ଧା ପ୍ରବୀଣ ରାଣାଙ୍କ ସମର୍ଥକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ସୁଶୀଲ ଓ ପ୍ରବୀଣଙ୍କ ମ୍ୟାଚ୍ ଶେଷ ହେବା ପରେ ଏହି ଘଟଣା ଘଟିଥିଲା। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦୁଇ ଖେଳାଳିଙ୍କ ସମର୍ଥକ ପରସ୍ପରକୁ ଗୋଇଠା ଓ ମୁଥ ମରାମରି ହେଉଛନ୍ତି। ପ୍ରବୀଣ ଓ ତାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୁଶୀଲ ଓ ତାଙ୍କ ସମର୍ଥକଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ସୁଶୀଲ କୁମାର ପ୍ରବୀଣ ରଣା ଓ ଅନ୍ୟ ଦୁଇ ଜଣ ମଲ୍ଲଯୋଦ୍ଧାଙ୍କୁ ହରାଇ କମନ୍‌ୱେଲ୍‌ଥ ଗେମ୍ସର ୭୪ କେଜି ବର୍ଗରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

କାହିଁକି ହେଲା ମାରପିଟ୍‌?

କୁହାଯାଉଛି ମ୍ୟାଚ୍ ସମୟରେ ପ୍ରବୀଣ ରାଣା ସୁଶୀଲଙ୍କୁ ଚାପୁଡ଼ା ମାରିବାକୁ ଓ କାମୁଡ଼ିବାକୁ ଉଦ୍ୟମ କରିଥିଲେ। ଏଥିରେ ତାଙ୍କର ସମର୍ଥକମାନେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ମ୍ୟାଚ୍ ସରିବା ପରେ ସୁଶୀଲଙ୍କ ୪୦ରୁ ଅଧିକ ସମର୍ଥକ ୱାର୍ମ-ଅପ୍‌ ହଲ୍‌ରେ ପଶି ରାଣାଙ୍କ ସମର୍ଥକଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ସେମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀ ପରସ୍ପରକୁ ଚେୟାର ଫୋପାଡ଼ି ଥିଲେ। ତା’ସହିତ ମାର୍‌ପିଟ୍ ହୋଇଥିଲେ। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ରାଣାଙ୍କ ଭାଇ ନବୀନଙ୍କୁ ମଧ୍ୟ ସୁଶୀଲଙ୍କ ସମର୍ଥକ ଖୁବ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ନିନ୍ଦା କଲେ ସୁଶୀଲ

ସୁଶୀଲ କୁମାର ଏ ଘଟଣାକୁ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଏହା ସଂପୂର୍ଣ୍ଣ ଦୁର୍ଭାଗ୍ୟଜନକ। ଏଭଳି କାର୍ଯ୍ୟକୁ ସେ ଆଦୌ ସମର୍ଥନ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story