ଓଡ଼ିଶା ହେଉଛି ହକିର ଗଡ଼, ରାଜ୍ୟ ପାଇଁ ତାଙ୍କର ଖାସ୍‌ ନଜର ରହିଛି: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହକିର ଗଡ। ଯେତେ ବି ଭଲ ଖେଳାଳି ଭାରତ ପାଇଁ ଖେଳିଛନ୍ତି ସମସ୍ତେ ଓଡ଼ିଶାରୁ ଆସିଛନ୍ତି। ଏଭଳି କଥା ଆଉ କେହି ନୁହଁନ୍ତି ଖୋଦ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏହା ବି କହିଛନ୍ତି ଓଡ଼ିଶା ପାଇଁ ତାଙ୍କର ଖାସ୍‌ ନଜର ରହିଛି। ରାଜ୍ୟସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ କେନ୍ଦ୍ରସରକାର ପ୍ରସ୍ତୁତ ଅଛନ୍ତି। ଏବଂ ରାଜ୍ୟରେ କ୍ରୀଡାର ବିକାଶ […]

bindra

bindra

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହକିର ଗଡ। ଯେତେ ବି ଭଲ ଖେଳାଳି ଭାରତ ପାଇଁ ଖେଳିଛନ୍ତି ସମସ୍ତେ ଓଡ଼ିଶାରୁ ଆସିଛନ୍ତି। ଏଭଳି କଥା ଆଉ କେହି ନୁହଁନ୍ତି ଖୋଦ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏହା ବି କହିଛନ୍ତି ଓଡ଼ିଶା ପାଇଁ ତାଙ୍କର ଖାସ୍‌ ନଜର ରହିଛି। ରାଜ୍ୟସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ କେନ୍ଦ୍ରସରକାର ପ୍ରସ୍ତୁତ ଅଛନ୍ତି। ଏବଂ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସେ ସର୍ବଦା ଚେଷ୍ଟା କରିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି।

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର। ଭୁବନେଶ୍ୱରରେ ଚାଲିଥିବା ବିଶ୍ୱ ହକି ଲିଗ୍ ଫାଇନାଲରେ ଯୋଗଦେବେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଏହାସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି। ରାଜ୍ୟବର୍ଦ୍ଧନଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି। ଆସନ୍ତା କାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ୱାର୍ଲ୍ଡ  ଲିଗ୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଫାଇନାଲ ମ୍ୟାଚରେ ୱାର୍ଲ୍ଡ ନମ୍ବର ୱାନ୍‌ ଆର୍ଜେଣ୍ଟିନାକୁ ଭେଟିବ ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ ସନ୍ଧ୍ୟା ୭.୩୦ ମିନିଟରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଉପସ୍ଥିତ ରହିବେ।

https://www.youtube.com/watch?v=p_TjfHnuuog

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story