ଆସନ୍ତାବର୍ଷ ଚାମ୍ପିଅନ୍ସ ଟ୍ରଫି ଖେଳି ନ ପାରେ ଭାରତ

anurag-thakurକୋଲକାତା: ଆସନ୍ତାବର୍ଷ ଇଂଲଣ୍ଡରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଭାଗ ନେଇ ନପାରେ। ଆଜି ଏମିତି ସଂକେତ ଦେଇଛନ୍ତି ବିସିସିଆଇ ସଭାପତି ଅନୁରାଗ ଠାକୁର।

ସେ କହିଛନ୍ତି,“ମୁଁ ଜାଣିନି ଆସନ୍ତାବର୍ଷ ଭାରତ ଚାମ୍ପିଅନ୍ସ ଟ୍ରଫିରେ ଖେଳି ପାରିବ ନା ନାହିଁ। ଯଦି ଲୋଧା କମିଟିଙ୍କ ସୁପାରିଶକୁ ପାଳନ କରାଯିବ ତା’ହେଲେ ଆଇପିଏଲ୍ ଖେଳାଯିବ ନ ହେଲେ ଚାମ୍ପିଅନ୍ସ ଟ୍ରଫିରେ ଦଳ ଭାଗ ନେବ। ଦୁଇଟି ଯାକ ହୋଇପାରିବ ନାହିଁ। ତେଣୁ ଏ ନେଇ ବିସିସିଆଇ କିଛି ନିଷ୍ପତ୍ତ ନେବ।”

ବିସିସିଆଇରେ ସଂସ୍କାର ପାଇଁ ଲୋଧା କମିଟି କରିଥିବା ସୁପାରିଶ ଅନୁସାରେ ଆଇପିଏଲ୍‌ ପୂର୍ବରୁ ଓ ପରେ ୧୫ ଦିନର ବ୍ୟବଧାନ ରହିବ। ଚାମ୍ପିଅନ୍ସ ଟ୍ରଫି ଜୁନ୍ ୧ରୁ ୧୮ ତାରିଖ ଯାଏଁ ଖେଳାଯିବ। ଅନ୍ୟପକ୍ଷରେ ଆଇପିଏଲ୍‌ ମେ’ ଶେଷ ସପ୍ତାହରେ ସରିବ।

ଆହୁରି ପଢ଼ନ୍ତୁ

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ