ଆସନ୍ତାବର୍ଷ ଚାମ୍ପିଅନ୍ସ ଟ୍ରଫି ଖେଳି ନ ପାରେ ଭାରତ

କୋଲକାତା: ଆସନ୍ତାବର୍ଷ ଇଂଲଣ୍ଡରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଭାଗ ନେଇ ନପାରେ। ଆଜି ଏମିତି ସଂକେତ ଦେଇଛନ୍ତି ବିସିସିଆଇ ସଭାପତି ଅନୁରାଗ ଠାକୁର। ସେ କହିଛନ୍ତି,“ମୁଁ ଜାଣିନି ଆସନ୍ତାବର୍ଷ ଭାରତ ଚାମ୍ପିଅନ୍ସ ଟ୍ରଫିରେ ଖେଳି ପାରିବ ନା ନାହିଁ। ଯଦି ଲୋଧା କମିଟିଙ୍କ ସୁପାରିଶକୁ ପାଳନ କରାଯିବ ତା’ହେଲେ ଆଇପିଏଲ୍ ଖେଳାଯିବ ନ ହେଲେ ଚାମ୍ପିଅନ୍ସ ଟ୍ରଫିରେ ଦଳ ଭାଗ ନେବ। ଦୁଇଟି ଯାକ ହୋଇପାରିବ ନାହିଁ। ତେଣୁ ଏ ନେଇ ବିସିସିଆଇ କିଛି […]

anurag-thakur

anurag-thakur

Rakesh Mallick
  • Published: Monday, 03 October 2016
  • Updated: 03 October 2016, 06:07 PM IST

Sports

Latest News

anurag-thakurକୋଲକାତା: ଆସନ୍ତାବର୍ଷ ଇଂଲଣ୍ଡରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଭାଗ ନେଇ ନପାରେ। ଆଜି ଏମିତି ସଂକେତ ଦେଇଛନ୍ତି ବିସିସିଆଇ ସଭାପତି ଅନୁରାଗ ଠାକୁର।

ସେ କହିଛନ୍ତି,“ମୁଁ ଜାଣିନି ଆସନ୍ତାବର୍ଷ ଭାରତ ଚାମ୍ପିଅନ୍ସ ଟ୍ରଫିରେ ଖେଳି ପାରିବ ନା ନାହିଁ। ଯଦି ଲୋଧା କମିଟିଙ୍କ ସୁପାରିଶକୁ ପାଳନ କରାଯିବ ତା’ହେଲେ ଆଇପିଏଲ୍ ଖେଳାଯିବ ନ ହେଲେ ଚାମ୍ପିଅନ୍ସ ଟ୍ରଫିରେ ଦଳ ଭାଗ ନେବ। ଦୁଇଟି ଯାକ ହୋଇପାରିବ ନାହିଁ। ତେଣୁ ଏ ନେଇ ବିସିସିଆଇ କିଛି ନିଷ୍ପତ୍ତ ନେବ।”

ବିସିସିଆଇରେ ସଂସ୍କାର ପାଇଁ ଲୋଧା କମିଟି କରିଥିବା ସୁପାରିଶ ଅନୁସାରେ ଆଇପିଏଲ୍‌ ପୂର୍ବରୁ ଓ ପରେ ୧୫ ଦିନର ବ୍ୟବଧାନ ରହିବ। ଚାମ୍ପିଅନ୍ସ ଟ୍ରଫି ଜୁନ୍ ୧ରୁ ୧୮ ତାରିଖ ଯାଏଁ ଖେଳାଯିବ। ଅନ୍ୟପକ୍ଷରେ ଆଇପିଏଲ୍‌ ମେ’ ଶେଷ ସପ୍ତାହରେ ସରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story